କେଉଁ ଦେଶ ପାଖରେ ରହିଛି ସବୁଠାରୁ ଉତ୍କୃଷ୍ଟ କ୍ଷେପଣାସ୍ତ୍ର, ନିମିଷକରେ ବିଶ୍ୱ ହୋଇଯିବ ଧ୍ୱଂସ,ଜାଣନ୍ତୁ କେତେ ନମ୍ବରରେ ଭାରତର ସ୍ଥାନ ମସ୍କୋ/ନୂଆଦିଲ୍ଲୀ ,୧୯ା୬: ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଏବଂ ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକ ଆଉ କେବଳ ଶକ୍ତିର ପ୍ରତୀକ ନୁହେଁ ବରଂ ଏକ ଦେଶର ସୁରକ୍ଷା, ପ୍ରଭୁତ୍ୱ ଏବଂ ପ୍ରଯୁକ୍ତିର ପ୍ରକୃତ ପରିଚୟ ପାଲଟିଛି। ଏଗୁଡ଼ିକୁ କୁହାଯାଏ ଅନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (ICBM)।...