Tag Archives: Team India

କ୍ରିକେଟର୍‌ଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର ପୁରୁଷ)ର ବାର୍ଷିକ ଖେଳାଳି ଚୁକ୍ତିନାମା ଘୋଷଣା କରିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି…

କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗରେ ପହଞ୍ଚିଲେ ଧ୍ରୁବ ଜୁରେଲ

ନୂଆଦିଲ୍ଲୀ,୨୮।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଇସିସି ଟେଷ୍ଟ ମାନ୍ୟତାରେ ଧ୍ରୁବ ଏଥିରୁ ଉପକୃତ ହୋଇଛନ୍ତି। ଧ୍ରୁବ ୩୧ଟି ସ୍ଥାନକୁ ଡେଇଁଛନ୍ତି। ସେ…

୨୫ ବର୍ଷ ମଧ୍ୟରେ ବଦଳିଗଲା ଟିମ ଇଣ୍ଡିଆର ଚିତ୍ର: ଟେଷ୍ଟରେ ଟକ୍କର ଦେବାକୁ କେହି ନାହିଁ

ନୂଆଦିଲ୍ଲୀ,୨୮।୨: ଟେଷ୍ଟ ଫର୍ମାଟରେ ଗତ ୨୫ ବର୍ଷ ମଧ୍ୟରେ ଟିମ ଇଣ୍ଡିଆର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମାର୍ଚ୍ଚ ୭ରୁ ଇଂଲଣ୍ଡ ବିପକ୍ଷରେ ଧର୍ମଶାଳା ଟେଷ୍ଟରେ ଟିମ ଇଣ୍ଡିଆର ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି। ଯଦି ଟିମ ଇଣ୍ଡିଆ ଧର୍ମଶାଳାରେ ବିଜୟ…

ଟିମ୍‌ ଇଣ୍ଡିଆ ତ ଦୂରର କଥା, ଏବେ ମୁମ୍ବାଇ ଟିମ୍‌ରେ ବି ସୁଯୋଗ ମିଳି ନ ପାରେ…

ନୂଆଦିଲ୍ଲୀ,୨୭।୨: ସମୟ ଥିଲା ଯେତେବେଳେ ଅଜିଙ୍କ୍ୟ ରାହାନେ ଟିମ୍‌ ଇଣ୍ଡିଆ ବ୍ୟାଟିଂର ପ୍ରମୁଖ ଅଂଶ ଥିଲେ। ମଧ୍ୟକ୍ରମରେ ଉଲ୍ଲେଖନୀୟ ବ୍ୟାଟିଂ କରି ସେ ଅନେକ ମ୍ୟାଚ୍‌ ଜିତାଇଥିଲେ। ଏହି କାରଣରୁ ତାଙ୍କୁ ଟେଷ୍ଟ ଟିମ୍‌ର ଅଧିନାୟକ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସମୟରେ…

ଚମତ୍କାର ଇନିଂସ ପରେ କାହାକୁ ସାଲ୍ୟୁଟ୍‌ କଲେ ଧ୍ରୁବ୍‌ ଜୁରେଲ୍‌: ଜାଣିଲେ ସମସ୍ତେ କରିବେ ବାଃ ବାଃ

ରାଞ୍ଚି,୨୫।୨: ରାଞ୍ଚି ଟେଷ୍ଟରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୯୦ ରନର ଇନିଂସ ଖେଳିଥିଲେ। ଧ୍ରୁବ ଅର୍ଦ୍ଧଶତକ ପରେ ଏକ ଆକର୍ଷଣୀୟ ଢଙ୍ଗରେ ପାଳନ କରିଥିଲେ। ସେ ପଡିଆରୁ ତାଙ୍କ ପିତାଙ୍କୁ…

ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଏହି କ୍ରିକେଟର୍‌: ମଗାଇଥିଲେ ଖାଦ୍ୟ…ତା’ପରେ

ନୂଆଦିଲ୍ଲୀ,୨୫।୨: କ୍ରିକେଟର୍‌ ଦୀପକ ଚହର ଦୀର୍ଘ ଦିନ ହେବ ଟିମ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି। ଯଦିଓ ତାଙ୍କର ସାମଗ୍ରିକ ପ୍ରଦର୍ଶନ ଭଲ ହୋଇଛି। ଦୀପକ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି। ନିକଟରେ ଚହରଙ୍କ ସହ ଏକ ଠକେଇ ଘଟିଥିଲା।…

ପୁଣି ୩ ଫର୍ମାଟରେ ନମ୍ବର-୧ ମୁକୁଟ ପିନ୍ଧିବାକୁ ଯାଉଛି ଭାରତ: ଅପଡେଟ୍‌କୁ ଅପେକ୍ଷା

ନୂଆଦିଲ୍ଲୀ,୨୦।୧: ଭାରତୀୟ କ୍ରିକେଟ ଦଳ ପୁଣି ଥରେ ତିନୋଟି ଫର୍ମାଟରେ ବିଶ୍ୱର ଏକ ନମ୍ବର ଦଳ ହେବାକୁ ଯାଉଛି। ଟିମ ଇଣ୍ଡିଆ ପୂର୍ବରୁ ଦିନିକିଆ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ଏକ ନମ୍ବରରେ ଅଛି।ବର୍ତ୍ତମାନ ଭାରତୀୟ ଦଳ ମଧ୍ୟ ଟେଷ୍ଟରେ ନମ୍ବର-୧ ହେବାକୁ…

ଅଶ୍ୱିନଙ୍କ ପାଇଁ ପଦିଏ କଥା କହି ସମସ୍ତଙ୍କ ହୃଦୟ ଜିତିଲେ ରୋହିତ ଶର୍ମା

ରାଜକୋଟ,୧୯।୨: ରାଜକୋଟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ ପାରିବାରିକ ଜରୁରିକାଳୀନ ପରିସ୍ଥିତି ଯୋଗୁ ରବିଚନ୍ଦ୍ରନ ଅଶ୍ୱିନ ଘରକୁ ଯାଇଥିଲେ। ସେ ୨୪ ଘଣ୍ଟା ମଧ୍ୟରେ ଫେରି ଆସିଥିଲେ। ଟିମ ଇଣ୍ଡିଆର ବିଜୟ ପରେ ରୋହିତ ଶର୍ମା…

ତୃତୀୟ ଟେଷ୍ଟରେ ଅଜବ ଡ୍ରାମା: ପାଳି ଘୋଷଣା ହେବାପୂର୍ବରୁ ପାଭିଲିୟନ ଫେରୁଥିଲେ ଯଶସ୍ବୀ-ସରଫରାଜ,ଅଟକାଇଲେ ରୋହିତ: ଦେଖନ୍ତୁ ଭିଡିଓ

ରାଜକୋଟ,୧୮।୨: ରାଜକୋଟରେ ଭାରତ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଟିମ ଇଣ୍ଡିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୪୩୪ ରନ୍‌ରେ ଜିତିଛି। ଏହି ମ୍ୟାଚର ଚତୁର୍ଥ ଦିନରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ…

ପାପା କେହେତେଁ ହେଁ ବଡ଼ା ନାମ୍‌ କରେଗା… ସରଫରାଜଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ପୋଷ୍ଟ ହେଉଛି ଭାଇରାଲ୍‌

ମୁମ୍ବାଇ,୧୫।୨: ସରଫରାଜ ଖାନ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ସେ ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଖେଳୁଛନ୍ତି। ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ ସରଫରାଜଙ୍କୁ ଟିମ ଇଣ୍ଡିଆ କ୍ୟାପ ପ୍ରଦାନ କରିଥିଲେ। ସରଫରାଜ…

ପୁଅକୁ ପ୍ରଥମଥର ଟିମ୍‌ ଇଣ୍ଡିଆ କ୍ୟାପ୍‌ରେ ଦେଖି ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଲେ ପିତା

ରାଜକୋଟ,୧୫।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଭାରତ ପ୍ଲେଇଙ୍ଗ୍‌-୧୧ରେ ପରିବର୍ତ୍ତନ ଆଣିଛି। ଟିମ ଇଣ୍ଡିଆ ସରଫରାଜ ଖାନଙ୍କୁ ଏକ ସୁଯୋଗ ଦେଇଛି। ସରଫରାଜ ଡେବ୍ୟୁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ଟସ ପୂର୍ବରୁ ତାଙ୍କୁ ଭାରତୀୟ ଦଳର କ୍ୟାପ…

ଟସ୍‌ ଜିତିଲା ଭାରତ: ସରଫରାଜ-ଜୁରେଲ କରୁଛନ୍ତି ଡେବ୍ୟୁ

ରାଜକୋଟ,୧୫।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ଲେଇଙ୍ଗ୍‌-୧୧ରେ ଟିମ ଇଣ୍ଡିଆ ପରିବର୍ତ୍ତନ କରିଛି। ସରଫରାଜ ଖାନ ଏବଂ ଧ୍ରୁଭ ଜୁରେଲ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ମହମ୍ମଦ ସିରାଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri