Tag Archives: Team India

ମ୍ୟାଚ୍‌ ପୂର୍ବରୁ ପରିବାର ସହ ଦୀପାବଳି ସେଲିବ୍ରେଟ୍‌ କଲେ ଟିମ୍‌ ଇଣ୍ଡିଆର କ୍ରିକେଟର, ଦେଖନ୍ତୁ ଜବରଦସ୍ତ ଭିଡିଓ…

ବେଙ୍ଗାଲୁରୁ,୧୨।୧୧: ନେଦରଲାଣ୍ଡ ବିପକ୍ଷରେ ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ ଦୀପାବଳି ସେଲିବ୍ରେଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ସମସ୍ତ ଖେଳାଳି ପାରମ୍ପରିକ ପୋଷାକ ପିନ୍ଧି ପରିବାର ସହ ଏକତ୍ରିତ ହୋଇଥିଲେ। ସେଠାରେ ସେମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଭିଡିଓ…

ପାକିସ୍ତାନର ଏହି ଖେଳାଳିଙ୍କ ଉପରେ ବର୍ଷିଲେ ଶାମି, କହିଲେ- ଲାଜ ଲାଗିବା କଥା…

ନୂଆଦିଲ୍ଲୀ,୮।୧୧: ପାକିସ୍ତାନର ପୂର୍ବତନ ଖେଳାଳି ହସନ ରାଜାଙ୍କ ଉପରେ ବର୍ଷିଛନ୍ତି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ବିଶ୍ୱକପ୍‌ରେ ନିଜର ଦମ୍‌ଦାର ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ଶାମି ହସନଙ୍କ ଭାରତୀୟ ବୋଲରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପ୍ରସଙ୍ଗରେ ମୁହଁ…

ଟିମ ଇଣ୍ଡିଆକୁ କେବେ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା? ନେଟ୍‌ରେ ଆରମ୍ଭ କଲେ ଅଭ୍ୟାସ

ନୂଆଦିଲ୍ଲୀ,୩୦।୧୦: ଟିମ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି, କାରଣ ସେ ଭାରତର ବିଜୟରେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ୩ ରୂପରେ ସର୍ବାଧିକ ଯୋଗଦାନ ଦେଇପାରିବେ। ଖେଳୁଥିବା ଏକାଦଶରେ ତାଙ୍କର ଉପସ୍ଥିତି ସହିତ ଦଳର ସନ୍ତୁଳନ ବହୁତ…

ଋଷଭ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌: ଏହି ସିରିଜରୁ…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମ୍‌ର ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖୁବ୍‌ଶୀଘ୍ର ମଇଦାନକୁ ଫେରିପାରନ୍ତି। ଏବେ ତାଙ୍କ ଫିଟ୍‌ନେସକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସେ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ଅଭ୍ୟାସ କରୁଥିବା ବେଳେ ଚଳିତ ବର୍ଷ ଶେଷ…

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ୍‌ ୨୦୨୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ମୁସ୍କିଲ। ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବା କାରଣରୁ ଇକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି…

ଆଜି ଧର୍ମଶାଳାରେ ବଡ଼ ଲଢ଼େଇ: ୨ ପରିବର୍ତ୍ତନ ସହ ଓହ୍ଲାଇପାରେ ଟିମ୍‌ ଇଣ୍ଡିଆ, ଓ୍ବିଲିୟମସନଙ୍କ ବିନା ଖେଳିବ ନ୍ୟୁଜିଲାଣ୍ଡ… 

ଧର୍ମଶାଳା,୨୨।୧୦: ବିଶ୍ୱକପ୍‌ ୨୦୨୩ର ୨୧ତମ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଉଭୟ ଟିମ୍‌ର ଟୁର୍ନାମେଣ୍ଟରେ ଏହା ୫ମ ମ୍ୟାଚ୍‌। ପୂର୍ବରୁ ଖେଳିଥିବା ୪ ମ୍ୟାଚ୍‌କୁ ଭାରତ-ନ୍ୟୁଜିଲାଣ୍ଡ ଜିତିବାରେ ସଫଳ ହୋଇଥିବାରୁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଛି।…

‘ଟିମ୍‌ ଇଣ୍ଡିଆକୁ କାହାର ନଜର ନ ଲାଗୁ’

ପୁଣେ,୨୦।୧୦: ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆ ଗୁରୁବାର ଟୁର୍ନାମେଣ୍ଟରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଥିଲା। ମ୍ୟାଚ୍‌କୁ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ଫିନିଶ କରିଥିଲେ। ବିଜୟ ପରେ ପାଭିଲିୟନ ଫେରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri