କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍ ନାଚିଲେ… ମସୁରୀ, ୧୪।୩: ଟିମ୍ ଇଣ୍ଡିଆର ଷ୍ଟାର୍ ସ୍ପିନର୍ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯ ମାର୍ଚ୍ଚ) ରେ ଭାରତୀୟ ଦଳ ସହ ଲଗାତାର ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ…