Tag Archives: tcs

ଏମିତି କଲେ କର୍ମଚାରୀଙ୍କ ବଢିବନି ଦରମା, TCSର କଡ଼ା ନିୟମ

ନୂଆଦିଲ୍ଲୀ,୯।୧: ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (TCS) ଏହାର ‘ୱାର୍କ ଫ୍ରମ୍ ଅଫିସ୍’ ନୀତିକୁ କଡ଼ାକଡ଼ି କରିଛି। ନିର୍ଦ୍ଦିଷ୍ଟ କ୍ୱାର୍ଟରରେ ଅଫିସ୍ ଆସିବାର ନିୟମ ପାଳନ କରିନଥିବା କିଛି କର୍ମଚାରୀଙ୍କର ବାର୍ଷିକ ଦରମା ବୃଦ୍ଧି ପ୍ରକ୍ରିୟାକୁ କର୍ପୋରେଟ୍…

TCS ସହ ଏହି ୯ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବା ପରେ ରାଗିଗଲେ ଆମେରିକୀୟ ଆଇନ ପ୍ରଣେତା

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୧୦: ଆମେରିକୀୟ ଆଇନ ପ୍ରଣୟନକାରୀମାନେ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (TCS), Cognizant ଏବଂ ଅନ୍ୟ ୮ଟି ପ୍ରମୁଖ କମ୍ପାନୀକୁ ସମ୍ପ୍ରତି ବହୁ ସଂଖ୍ୟକ ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରିବା ପରେ ହଜାର ହଜାର H-1B ଭିଜା ଆବେଦନ ଦାଖଲ କରିବା ବିଷୟରେ…

ଟିସିଏସରେ ୮୦% କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି, କିନ୍ତୁ ୧୨,୦୦୦ କର୍ମଚାରୀଙ୍କୁ କରିବ ଛଟେଇ

ବେଙ୍ଗାଲୁରୁ,୭।୮: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ତା’ର ଅଧିକାଂଶ ଜୁନିୟର ଓ ମଧ୍ୟମ ସ୍ତରୀୟ କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି ଘୋଷଣା କରିଛି, ବୋଲି ଦି ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ କରିଛି। ଏହା ସତ୍ତ୍ୱେ, କମ୍ପାନୀ ଆଗାମୀ କିଛି ମାସ…

ଟିସିଏସ୍‌ରେ ବୃହତ ଛଟେଇ ଘୋଷଣା ପରେ ବେତନ ବୃଦ୍ଧି ଅଟକିଲା, ଏସବୁ ନିଯୁକ୍ତି ସ୍ଥଗିତ ହେବା ସମ୍ଭାବନା

ବେଙ୍ଗାଲୁରୁ,୨୯।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଘୋଷଣା ପରେ ଅଭିଜ୍ଞ ପ୍ରଫେସନାଲଙ୍କ ନିଯୁକ୍ତି ସ୍ଥଗିତ ଓ ବାର୍ଷିକ ବେତନ ବୃଦ୍ଧି ବନ୍ଦ କରିବାକୁ ଯାଉଛି ବୋଲି ‘ଦି ଇକୋନୋମିକ୍‌ ଟାଇମ୍ସ’ ରିପୋର୍ଟ କରିଛି। ଏହି ନିଷ୍ପତ୍ତି…

୪୨,୦୦୦ ନବାଗତଙ୍କୁ ନିଯୁକ୍ତି ଦେବ TCS, ଟ୍ରମ୍ପଙ୍କ ଟାରିଫ୍ ଭୟରେ ଅଟକିଲା ବେତନ ବୃଦ୍ଧି

ନୂଆଦିଲ୍ଲୀ,୧୧।୪: ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଆର୍ଥିକ ବର୍ଷ ୨୦୨୬ରେ ୪୨,୦୦୦ ଫ୍ରେଶର୍(ନବାଗତ) ନିଯୁକ୍ତ କରିବ। ଅନ୍ୟପଟେ ବିଶ୍ୱ ବଜାରରେ ଅନିଶ୍ଚିତତା ମଧ୍ୟରେ କର୍ମଚାରୀଙ୍କ ବେତନ ବୃଦ୍ଧି ବିଷୟରେ କୌଣସି ନିଷ୍ପତ୍ତି ସ୍ଥିର ହୋଇନାହିଁ। ଚତୁର୍ଥ ତ୍ରୈମାସିକରେ…

କର୍ମଚାରୀଙ୍କ ପଦୋନ୍ନତି-ଦରମା ବୃଦ୍ଧି ପାଇଁ ସର୍ତ୍ତ ରଖିଲା ଟିସିଏସ

ନୂଆଦିଲ୍ଲୀ, ୪।୨: ଭାରତର ସର୍ବବୃହତ ଆଇଟି ଫାର୍ମ ଟିସିଏସରେ ଦରମା ବୃଦ୍ଧି ଏବଂ ପଦୋନ୍ନତି ବର୍ତ୍ତମାନ ଫାର୍ମର ରିଟର୍ନ-ଟୁ-ଅଫିସ୍ ଆଦେଶ ସହିତ ଲିଙ୍କ୍ ହେବ ବୋଲି ଜଣାପଡିଛି। କମ୍ପାନୀ ଏହି ପଲିସି ସହିତ ଭେରିଏବଲ୍ ପେଆଉଟ୍ ମଧ୍ୟ ଲିଙ୍କ୍ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?