Tag Archives: Tariff War

ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ,‘ପ୍ରଧାନମନ୍ତ୍ରୀ ମୋଦି ମୋତେ ଖୁସି କରିବା ଆବଶ୍ୟକ…’

ଓ୍ବାଶିଂଟନ,୫।୧: ଭେନେଜୁଏଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଖବରର ଶିରୋନାମାରେ ଅଛନ୍ତି। ଏହି ସମୟରେ, ସେ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଭାରତକୁ ଚେତାବନୀ ଦେଇଛନ୍ତି ଯେ ଶୁଳ୍କ ଆହୁରି ବୃଦ୍ଧି…

ଟାରିଫ ଯୁଦ୍ଧ ଭିତରେ ଫଳପ୍ରଦ ପ୍ରମାଣିତ ହେଲା ଭାରତର ‘ନୀରବ’ କୂଟନୀତି

ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୯: ଆମେରିକା ଏବଂ ଭାରତ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ ଯେଉଁ କୂଟନୈତିକ ନୀରବତା ଅବଲମ୍ବନ କରିଛି ତାହାର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ଆମେରିକାର ବାରମ୍ବାର ଉତ୍ତେଜନା ସତ୍ତ୍ୱେ, ଭାରତ ଏକ ଅତ୍ୟନ୍ତ…

ଆମେରିକା କହୁଛି, ‘ଆମେ ମିଳିମିଶି କରିବା ସମସ୍ୟାର ସମାଧାନ’, ଅଡୁଆ ହେଲାକି ମୋଦିଙ୍କ ଚାଇନା ଗସ୍ତ!

ଓ୍ବାଶିଂଟନ,୨।୯: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଏବଂ କୂଟନୈତିକ ଉତ୍ତେଜନାର ଖବର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ମତଭେଦ ଅଛି, କିନ୍ତୁ…

ଟାରିଫ ପ୍ରେସରରେ ନଇଁଲା ନାହିଁ ଭାରତ! ସିଧା ଦେଲା ଜବାବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୮: ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାତାର ଚାପ ପକାଉଛନ୍ତି। ସେ ଭାରତକୁ ରୁଷିଆରୁ ତେଲ କିଣିବାକୁ ନେଇ ରାଗି ଯିବା ସହ ଏହି କାରଣରୁ ସେ ୫୦ପ୍ରତିଶତ…

ଟାରିଫ ଆଗରେ ନଇଁବେ ଟ୍ରମ୍ପ? ପୂର୍ବତନ କୁଟନୀତିଜ୍ଞ କହିଲେ ଟ୍ରମ୍ପଙ୍କ ସହ ବୈଠକରେ କେମିତି ଭାରତକୁ ସପୋର୍ଟ କଲେ ପୁଟିନ

ନୂଆଦିଲ୍ଲୀ,୧୭।୮: ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ପରେ, ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି – ଟ୍ରମ୍ପ କ’ଣ ଏବେ ଶୁଳ୍କ ଉପରେ ମୁଣ୍ଡ ନୁଆଁଇବେ? ଟ୍ରମ୍ପ କ’ଣ ଭାରତ…

ପାକିସ୍ତାନ ସହ ବଡ଼ ଡିଲ୍‌ କରିବେ ଟ୍ରମ୍ପ, ଏଥର ଭାରତକୁ ନେଇ କହିଦେଲେ ବଡ଼କଥା

ଓ୍ବାଶିଂଟନ, ୧।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ପାକିସ୍ତାନୀ ଅଧିକାରୀମାନେ ଆଗାମୀ ସପ୍ତାହରେ ଆମେରିକା ଆସୁଛନ୍ତି ବାଣିଜ୍ୟ ଆଲୋଚନା ପାଇଁ। ଏହା ସହିତ ସେ କହିଛନ୍ତି ଯେ ଆମେରିକା ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ବହୁତ…

Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁ ଚାଇନା ଏବେ ୨୪୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଦେବାକୁ ପଡ଼ିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri