‘ମିଥ୍ୟା ଏବଂ ଉଦେଶ୍ୟମୂଳକ’, ପାକିସ୍ତାନରେ ଟାର୍ଗେଟ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ଭାରତ ନୂଆଦିଲ୍ଲୀ, ୫।୪: ଆତଙ୍କବାଦୀଙ୍କୁ ହଟାଇବା ପାଇଁ ପାକିସ୍ତାନରେ ଟାର୍ଗେଟ ହତ୍ୟା କରାଯାଇଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ବ୍ରିଟେନର ଖବର କାଗଜ ଦି ଗାର୍ଡିଆନ୍ର ଏକ ରିପୋର୍ଟରେ ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ମିଥ୍ୟା ତଥା...