ପାକିସ୍ତାନ ଉପରେ ଗର୍ଜିଲା ତାଲିବାନ, ନୁର ଖାନ ଏୟାରବେସ ଉପରେ କଲା ଆକ୍ରମଣ
ଇସଲାମାବାଦ,୨।୩: ଆଫଗାନିସ୍ତାନରେ କ୍ଷମତାସୀନ ଆଫଗାନ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ପାକିସ୍ତାନର ଅନେକ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଉପରେ ସଫଳତାର ସହ ବିମାନ ଆକ୍ରମଣ କରିଛି। ମନ୍ତ୍ରଣାଳୟ ଅନୁଯାୟୀ, ଆଫଗାନିସ୍ତାନ କ୍ଷେତ୍ରରେ ପାକିସ୍ତାନ ଦ୍ୱାରା ସମ୍ପ୍ରତି ବିମାନ…
ତାଲିବାନର ନୂଆ ନିୟମ, ଆଉ ମିଳିବ ନାହିଁ ଗର୍ଭନିରୋଧକ ଔଷଧ!
କାବୁଲ,୩।୨: କ୍ଷମତାକୁ ଆସିବା ପରଠାରୁ, ତାଲିବାନ ମହିଳାମାନଙ୍କ ସହ ଜଡିତ ଅନେକ ଜିନିଷ ଉପରେ କଠୋର କଟକଣା ଜାରି କରିଛି। ଏହି ତାଲିକାରେ ଏବେ ଗର୍ଭନିରୋଧକ ଔଷଧ ଯୋଡା ହୋଇଛି। ତାଲିବାନ ଗର୍ଭନିରୋଧକ ବଟିକାକୁ ସମ୍ପୂର୍ଣ୍ଣ ନିଷେଧ କରିଛି। ତାଲିବାନ ସରକାର…
ସମାଜକୁ ଚାରିଟି ଶ୍ରେଣୀରେ ବିଭକ୍ତ କଲା ତାଲିବାନ, ଏମାନଙ୍କୁ ଛୁଇଁବା ମନା
ନୂଆଦିଲ୍ଲୀ, ୨୭।୧: ଆଫଗାନିସ୍ତାନର ତାଲିବାନ ଶାସନ ଏକ ନୂତନ “ଅପରାଧିକ କାର୍ଯ୍ୟବିଧି ସଂହିତା” ଜାରି କରିଛି। ଏହି ନୂତନ ନିୟମ ଅନୁସାରେ ସମାଜକୁ ଚାରିଟି ଅଲଗା ଅଲଗା ଶ୍ରେଣୀରେ ବିଭକ୍ତ କରିଛି। ଯାହାକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।…
‘ବୃହତ୍ତର ଆଫଗାନିସ୍ତାନ’ ମାନଚିତ୍ର ପ୍ରଦର୍ଶନ କଲା ତାଲିବାନ: ରାଗରେ ନାଲି ହୋଇଗଲା ପାକିସ୍ତାନ
ଭୁବନେଶ୍ୱର,୪।୧୨: ଆଫଗାନିସ୍ତାନର ତାଲିବାନ ଶାସକମାନେ ନାଙ୍ଗରହାର ପ୍ରଦେଶରେ ଜଣେ ପ୍ରମୁଖ ପସ୍ତୋ କବି ମତିଉଲ୍ଲା ତୁରାବଙ୍କ କବର ଉପରେ ଏକ ବିବାଦୀୟ “ବୃହତ୍ତର ଆଫଗାନିସ୍ତାନ” ମାନଚିତ୍ର ସ୍ଥାପନ କରିଛନ୍ତି। ଏହି ମାନଚିତ୍ରରେ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ବୃହତ ଅଂଶ ଏବଂ…
ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ସହି ପାରିଲାନି ପାକିସ୍ତାନ! କାବୁଲ ସମେତ ୩ ସହରରେ କଲା ଏୟାର ଷ୍ଟ୍ରାଇକ
କାବୁଲ,୧୦।୧୦: ପାକିସ୍ତାନ ତେହରିକ-ଏ-ତାଲିବାନ (ପାକିସ୍ତାନ)ର ଶୀର୍ଷ କମାଣ୍ଡରମାନଙ୍କୁ ନିପାତ କରିବା ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲ ସମେତ ତିନୋଟି ସହରରେ ବିମାନ ଆକ୍ରମଣ କରିଛି। କାବୁଲରେ ପାକିସ୍ତାନର ଆକ୍ରମଣ ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ଭାରତ ଗସ୍ତ ସମୟରେ…
ତାଲିବାନ ଶାସନକୁ ମଞ୍ଜୁରୀ ଦେଲା ରୁଷିଆ! ଆମେରିକା ସହ ଖେଳିଲେ ପୁଟିନ,ମାଷ୍ଟ୍ରର ଷ୍ଟ୍ରୋକରେ ପାକସ୍ତାନକୁ ବି ହେବ କ୍ଷତି
ମସ୍କୋ,୪।୭: ଭାରତର ଘନିଷ୍ଠ ବନ୍ଧୁ ରୁଷିଆର ଏକ ବଡ଼ ନିଷ୍ପତ୍ତି ପାକିସ୍ତାନକୁ ଆଶ୍ଚର୍ଯ୍ୟ କରିଦେଇଛି। ଆଫଗାନିସ୍ତାନର ତାଲିବାନ ସରକାର ଗୁରୁବାର (ଜୁଲାଇ ୩, ୨୦୨୫)ରେ କହିଛନ୍ତି ଯେ ରୁଷିଆ ଆନୁଷ୍ଠାନିକ ଭାବରେ ଏହାର ଶାସନକୁ ସ୍ବୀକୃତି ଦେବାରେ ପ୍ରଥମ ଦେଶ ହୋଇଛି।…
ତାଲିବାନ ଷ୍ଟାଇଲରେ ପାକିସ୍ତାନକୁ କବଜା କରିବ ବାଲୋଚ ଆର୍ମି? ଜୋର ଧରିଲା ଚର୍ଚ୍ଚା
ଇସଲାମବାଦ,୧।୬: ପାକିସ୍ତାନ ଆଜିକାଲି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱରେ ଅସ୍ତବ୍ୟସ୍ତ ହୋଗଲାଣି। ତେବେ ବେଲୁଚିସ୍ତାନ ଏବଂ ସିନ୍ଧ ପ୍ରଦେଶକୁ ପୃଥକ ଦେଶ ଘୋଷଣା କରିବାକୁ ଦାବି ବୃଦ୍ଧି ପାଉଛି। ପ୍ରତିଦିନ ହଜାର ହଜାର ଲୋକ ପାକିସ୍ତାନର ରାସ୍ତାରେ ପ୍ରତିବାଦ କରୁଛନ୍ତି, ଯାହା ଫଳରେ ଗୃହଯୁଦ୍ଧର…
ହଠାତ୍ ଦୋହଲିଗଲା ପାକିସ୍ତାନ! ଭାରତ ସହ ମିଶି ତାଲିବାନ କଲା…
ଇସଲାମାବାଦ,୨୪।୫: ପାକିସ୍ତାନ ଏକ ଗୁରୁତର ଜଳ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଭାରତ ଏପ୍ରିଲ ୨୨ରେ ପହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଇଣ୍ଡସ ଜଳ ଚୁକ୍ତି (ଇଣ୍ଡସ ଓାଟର୍ସ ଟ୍ରିଟି)କୁ ସ୍ଥଗିତ ରଖିବା ପରେ, ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ନଦୀ…
ପଲଟିଗଲା ତାଲିବାନ! ହାତ ମିଳାଇ କଲା ବଡ଼ ଘୋଷଣା…
କାବୁଲ/ବେଜିଂ,୨୩।୫: ଆଫଗାନିସ୍ତାନର ତାଲିବାନ ସରକାର ଚାଇନାକୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ କୌଣସି ଶକ୍ତିକୁ ଆଫଗାନ ଭୂମି ବ୍ୟବହାର କରି ଚାଇନା ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିବାକୁ ଅନୁମତି ଦେବେ ନାହିଁ। ଆଫଗାନିସ୍ତାନର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତ୍ତାକି…
ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ଚାଇନା, ତାଲିବାନ-ପାକିସ୍ତାନକୁ ଏକାଠି କରି…
ମୁମ୍ବାଇ, ୨୧।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ସହ ଆଲୋଚନା କରିବାର କିଛି ଦିନ ପରେ ଚାଇନା ଭାରତ ବିରୋଧରେ ଷଡଯନ୍ତ୍ର ରଚିବା ଆରମ୍ଭ କରିଛି। ଚାଇନା ଇସଲାମାବାଦ ଓ…
ପାକିସ୍ତାନକୁ ଡବଲ୍ ଆଟାକ୍: ପାକ୍ ବିରୋଧରେ ବାହାରିଲା ତାଲିବାନ
ଇସଲାମବାଦ, ୨୯।୪: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାବେଳେ ଆଫଗାନିସ୍ତାନ ସୀମାରେ ବିବାଦ ଦେଖାଦେଇଛି। ପାକ୍ ସେନା ଦାବି କରିଛି ଯେ, ଆଫଗାନିସ୍ତାନ ସୀମା ଦେଇ ଦେଶ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୫୪ ଆତଙ୍କବାଦୀଙ୍କୁ ସେନା ହତ୍ୟା…
ବଳିଦାନ ଦେବା, ନିଜ ଜୀବନ ଦେବା ଏକ ମୁସଲମାନର ଗର୍ବ … ତାଲିବାନକୁ କାହିଁକି ଚ୍ୟାଲେଞ୍ଜ କରୁଛି ପାକିସ୍ତାନୀ ସେନା ?
ନୂଆଦିଲ୍ଲୀ,୨୭ା୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଲମ୍ବା ସମୟ ଧରି ତିକ୍ତତାପୂର୍ଣ୍ଣ ରହିଥିଲା ବେଳେ ନିକଟରେ ଏହା ଆହୁରି ବିଗିବାରେ ଲାଗିଛି। ଆଫଗାନିସ୍ତାନରେ ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ଆକାଶମାର୍ଗରୁ ଆକ୍ରମଣ ପରେ ବିବାଦ ଆହୁରି ବଢି ଯାଇଛି, ଯେଉଁଥିରେ…
Archives


