ବାଂଲାଦେଶର T20 ଓ୍ବାର୍ଲଡ କପ ମ୍ୟାଚ ସିପ୍ଟକୁ ନେଇ ବିସିସିଆଇର ଆସିଲା ଜବାବ
ନୂଆଦିଲ୍ଲୀ,୪।୧: ବାଂଲାଦେଶ କ୍ରିକେଟ ବୋର୍ଡ ଚାହୁଁଛି ଯେ ଏହାର T20 ବିଶ୍ୱକପ ୨୦୨୬ ମ୍ୟାଚ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଉ। BCCI ଏହାର ଜବାବ ଦେଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ଗୋଟିଏ ମାସ ବାକି ଥିବା ବେଳେ, ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ…
T-20 World Cup 2026 ପାଇଁ ଟିମ୍ ଘୋଷଣା କଲା ବାଂଲାଦେଶ, ହିନ୍ଦୁ ଖେଳାଳିଙ୍କୁ କଲା କ୍ୟାପଟେନ
ନୂଆଦିଲ୍ଲୀ,୪।୧: ୨୦୨୬ ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା କରାଯାଇଛି, ଯେଉଁଥିରେ ଲିଟନ ଦାସ ଅଧିନାୟକ ଏବଂ ମହମ୍ମଦ ସୈଫ ହାସନ ଉପ-ଅଧିନାୟକ ଅଛନ୍ତି। ବାଂଲାଦେଶ ବିଶ୍ୱକପର ଗ୍ରୁପ ସିରେ ସ୍ଥାନିତ ହୋଇଛି। ଦଳର ଚାରିଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ…
ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ
ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ ଖେଳାଯିବ। ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଏହି ମାସବ୍ୟାପୀ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବେ।…
ଏହି ୫ ସହରରେ T20 ବିଶ୍ୱକପ୍ ୨୦୨୬ କରିବାକୁ BCCIର ନିଷ୍ପତ୍ତି, ଏଠାରେ ହେବ ଫାଇନାଲ୍
ମୁମ୍ବାଇ,୬।୧୧: ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବାକୁ ଥିବା ପୁରୁଷ T20 ବିଶ୍ୱକପ୍ ୨୦୨୬ (ମାର୍ଚ୍ଚ-ଏପ୍ରିଲ୍) ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ICCକୁ ପଠାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, BCCI…
ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ଓଲଟପାଲଟ: ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଏହି ଦେଶ
ନୂଆଦିଲ୍ଲୀ,୧୨।୭: ଇଟାଲୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଭାରତ ଏବଂ ଶ୍ରୀଲଙ୍କା ଆୟୋଜନରେ ଆସନ୍ତା ବର୍ଷ ଖେଳାଯିବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରି ଇଟାଲୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ…
ବିଶ୍ୱବିଜେତା ଟିମ୍ଇଣ୍ଡିଆର ଖେଳାଳିଙ୍କୁ ବିସିସିଆଇ ଦେଲା ‘ଡାଏମଣ୍ଡ ରିଙ୍ଗ’: ଦାମ୍ ଜାଣିଲେ ଉଡିଯିବ ହୋଶ୍
ନୂଆଦିଲ୍ଲୀ,୮।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଟିମ ଇଣ୍ଡିଆର ବିଜୟ ପରେ, ଏକ ବିଜୟ ପରେଡ ମଧ୍ୟ ଆୟୋଜନ କରାଯାଇଥିଲା। ଏହା ପରେ ପୁରସ୍କାର କାର୍ଯ୍ୟକ୍ରମରେ ଖେଳାଳିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଭାରତୀୟ କ୍ରିକେଟ…
ମହାପ୍ରଭୁଙ୍କ ଶରଣରେ ଭାରତୀୟ କ୍ରିକେଟର: ସକାଳୁ ସକାଳୁ କଲେ ଦର୍ଶକ
ପୁରୀ, ୭।୨: କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ଗେମ୍। ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରମାନେ ପୁରୀ…
ଗଲା ୬ ମାସର ଦୁଃଖ ବଖାଣିଲେ ହାର୍ଦ୍ଦିକ; ବିଶ୍ୱକପ ଜିତିବା ପରେ ଭୋ ଭୋ ହୋଇ କାନ୍ଦିଲେ…
ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ଜିତିବା ପରେ ଭାବପ୍ରବଣ ହୋଇଛନ୍ତି ଭାରତୀୟ ତାରକା ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଗଲା ୬ ମାସରେ ତାଙ୍କ ସହିତ ଘଟିଥିବା ଘଟଣାକୁ ମନେ ପକାଇ ଭୋ ଭୋ ହୋଇ କାନ୍ଦିଛନ୍ତି ହାର୍ଦ୍ଦିକ। କିପରି ନିଜର ଖରାପ ସମୟରେ…
T20 World Cup: ଫାଇନାଲରେ ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ
ନୂଆଦିଲ୍ଲୀ,୨୯।୬: ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ କିସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟେ…
ଟି-୨୦ ବିଶ୍ବକପ୍ ଫାଇନାଲରେ ଭାରତ, ଟାଇଟଲ୍ ପାଇଁ ଦକ୍ଷିଣ ଆଫ୍ରିକା ସହିତ ଫାଇଟ
ଜର୍ଜଟାଉନ,୨୮।୬: ଇଂଲଣ୍ଡକୁ ହରାଇ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ ୬୮ ରନ୍ରେ ହରାଇଲା ଭାରତ। ଚଳିତ ବିଶ୍ୱକପରେ ଭାରତର ଏହା ସର୍ବଶେଷ୍ଠ ପ୍ରଦର୍ଶନ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ…
ସେମିଫାଇନାଲରେ ଆଫଗାନିସ୍ତାନର ଆଶା ଧୂଳିସାତ, ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା
ତ୍ରିନିଦାଦ,୨୭।୬: ଟି୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ଦଳ ପ୍ରଥମ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛି। ଫଳରେ ଆଫଗାନିସ୍ତାନର ଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି। ସେମିଫାଇନାଲରେ ଆଫଗାନିସ୍ତାନ ଟସ୍…
୪୫ ଦେଶ ବିପକ୍ଷରେ ବିଜୟ ହାସଲ କଲେଣି ଆଫଗାନିସ୍ତାନର ଏହି ଖେଳାଳି
ନୂଆଦିଲ୍ଲୀ,୨୩।୬: ଚଳିତ ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଦଳ ପୂର୍ବରୁ ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ହରାଇସାରିଛି। ତେବେ ଏହି ବିଜୟ ସହିତ ଦଳର ବରିଷ୍ଠ ଖେଳାଳି ମହମ୍ମଦ ନବୀ ଏକମାତ୍ର ଖେଳାଳି ଭାବେ ୪୫…
Archives


