ଆମେରିକାଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ
ଟେକ୍ସାସ,୭।୬: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଆମେରିକା ଭଳି ନବାଗତ ଦଳଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହାପରେ ପ୍ରଶଂସକମାନେ ଏବଂ ପୂର୍ବତନ ବରିଷ୍ଠ ଖେଳାଳିମାନେ ବାବର ଆଜମଙ୍କ ଦଳକୁ କଡ଼ା ସମାଲୋଚନ କରୁଛନ୍ତି। ତେବେ ଏତିକିରେ ପାକିସ୍ତାନ ପାଇଁ ସମସ୍ୟା…
ଟି ୨୦ ବିଶ୍ବକପ: ଉଦଘାଟନୀ ମ୍ୟାଚରେ ଆମେରିକାର ଐତିହାସିକ ବିଜୟୀ
ଟେକ୍ସସ,୨।୬: ଟି ୨୦ ବିଶ୍ବକପ ୨୦୨୪ଉଦଘାଟନୀ ମୁକାବିଲାରେ ଐତିହାସିକ ବିଜୟ ହାସଲ କରିଛି ସହ-ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା। ପ୍ରଥମ ମ୍ୟାଚରେ ଆମେରିକା କାନାଡାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଆମେରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା,…
କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର
ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍ କିପର କେଏଲ ରାହୁଲଙ୍କୁ ସ୍ଥାନ ମିଳିନାହିଁ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁବାର…
ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ
ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି ନ ମିଳିବାରୁ ଟି୨୦ ବିଶ୍ୱକପ ପାଇଁ ସେ ଚୟନ ହୋଇପାରନ୍ତି। ଯଦିଓ ଚେନ୍ନାଇ ସୁପର…
ଟି୨୦ ବିଶ୍ୱକପ୍ ପାଇଁ ମୁଁ ପ୍ରସ୍ତୁତ: କାର୍ତ୍ତିକ
କୋଲକାତା, ୨୧।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଚମତ୍କାର ଫର୍ମରେ ଥିବା ଭେଟେରାନ ଉଇକେଟ କିପର ଦୀନେଶ କାର୍ତ୍ତିକ ପୁଣିଥରେ ବିଶ୍ୱକପ୍ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ଆଶା ହରାଇ ନାହାନ୍ତି। ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ହେବାକୁଥିବା ଟି୨୦…
ଟି-୨୦ ବିଶ୍ୱକପ ପାଇଁ ଏହି ଦୁଇ ଭାରତୀୟ ବୋଲରଙ୍କ ମଧ୍ୟରେ କଡ଼ା ମୁକାବିଲା, କାହାକୁ ମିଳିବ ଦଳରେ ସ୍ଥାନ
ନୂଆଦିଲ୍ଲୀ,୧୩ା୪: ଗୋଟିଏ ପଟେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ନିଜ ବେଗରେ ଅଗ୍ରଗତି କରୁଥିବାବେଳେ ଅନ୍ୟ ପଟେ କୋଟି କୋଟି ପ୍ରଶଂସକ ଏବଂ ବିଶେଷଜ୍ଞ ନିଜ ବିଶ୍ୱକପ୍ (ଟି -୨୦ ବିଶ୍ୱକପ୍) ଦଳ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ପ୍ରଶଂସକ…
ଅପରେଶନ ପରେ ଆଶାବାଡ଼ି ଧରି ଚାଲିଲେ ମହମ୍ମଦ ଶାମି, ପଡ଼ିଆକୁ ଫେରିବାକୁ ଜଣାଇଲେ ବ୍ୟଗ୍ରତା
ନୂଆଦିଲ୍ଲୀ,୭।୪: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିଜର ଆଘାତ ସମସ୍ୟା ବିଷୟରେ ଅପଡେଟ୍ ଶେୟାର କରିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତାଙ୍କୁ ଆଶାବାଡି ସାହାଯ୍ୟରେ ଚାଲୁଥିବାର ଦେଖିବାକୁ ମିଳିଛି। ଗତ ନଭେମ୍ବର ୧୯…
Archives


