କୋହଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ ଏହି କ୍ରିକେଟର୍: ଧକ୍କା ମାରି ବିଦା କରିଦେଲେ…ଦେଖନ୍ତୁ ଭିଡିଓ ନୂଆଦିଲ୍ଲୀ,୩୧।୫: କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2025ର ଫାଇନାଲରେ ପ୍ରବେଶ କରିଛି। ଏବେ ସେମାନେ ଟ୍ରଫିଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଏବେ ଆରସିବି ଖେଳାଳିମାନେ ଜୁନ ୩ ତାରିଖରେ ଅହମ୍ମଦାବାଦରେ...