କୋଉଠି ଲୁଚିଛ, ସରେଣ୍ଡର କର: ‘ସୁପ୍ରିମ ଲିଡର୍’ଙ୍କୁ ଅଲ୍ଟିମେଟମ୍ ଦେଲେ ଟ୍ରମ୍ପ ଜେରୁଜେଲମ,୧୮।୬:ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସୁପ୍ରିମ ଲିଡର୍ ଖାମେନେଇଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଖାମେନେଇଙ୍କ ନାମ ନେଇ ନାହାଁନ୍ତି କିନ୍ତୁ ଏହାକୁ ‘ସୁପ୍ରିମ ଲିଡର୍’ ଲେଖି ପୋଷ୍ଟ କରିଛନ୍ତି। ଏଥିରେ ଟ୍ରମ୍ପ...