ମାଓବାଦୀଙ୍କ ବର୍ବର କାଣ୍ଡ: ନାୟବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା ସୁକମା/ମାଲକାନଗିରି,୬।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ ସୁକୁମା ଜିଲାରେ ମାଓବାଦୀ ମାନେ ବର୍ବର କାଣ୍ଡ ଭିଆଇଛନ୍ତି। ସୁକୁମା ଜିଲାର ତାର୍ଲବେଡା ନାଏବ ସରପଂଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ମଧ୍ୟ ରାତ୍ରରେ କେତେଜଣ ସଶସ୍ତ୍ର...