କୀଟନାଶକ ପିଇ ଜୀବନ ହାରିଲେ ଛାତ୍ରୀ
ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ଛାତ୍ରୀଙ୍କ ମୃତଦେହ…
ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…
ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ କଲେଜ ପଛ ପଟେ ରହୁଥିହା ଭଡ଼ାଘରୁ ଫ୍ୟାନ୍ରେ ଝୁଲନ୍ତା ମୃତଦେହକୁ ବୋଲଗଡ଼ ପୋଲିସ…
ଏକତରଫା ପ୍ରେମର କରୁଣ ପରିଣତି, ପ୍ରେମିକାର ଘର ଆଗରେ ଝୁଲୁଛି…
ରାଜଗାଙ୍ଗପୁର,୧୬ା୧(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକରେ ଗୁରୁବାର ଯୁବତୀଙ୍କ ଘର ଆଗରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ମୃତ ଯୁବକ ହେଲେ ରାଣିବନ୍ଧ ତଳପଡ଼ା ଅଞ୍ଚଳର ବିକାଶ ମହାନନ୍ଦିଆ (୨୫)। ଏନେଇ ରାଜଗାଙ୍ଗପୁର ପୋଲିସ ମୃତଦେହ…
ପ୍ରେମିକ ସନ୍ଦେହ କରିବାରୁ ପାଣି ଟାଙ୍କିରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା, ପ୍ରେମିକ ଗିରଫ
ହାଇଦ୍ରାବାଦ,୮।୧: ପ୍ରେମରେ ବିଶ୍ୱାସର ଅଭାବ ଏବଂ ସନ୍ଦେହ ଏକ ସମ୍ପର୍କରେ ଏକ ଭୟଙ୍କର ଅନ୍ତ ଘଟାଇଥିଲା। ପ୍ରେମିକର ସନ୍ଦେହରେ ବ୍ୟଥିତ ହୋଇ ୧୯ ବର୍ଷୀୟା ଜଣେ ଯୁବତୀ ନାଗୋଲ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ପାଣି ଟାଙ୍କିରୁ ଡେଇଁ ଆତ୍ମହତ୍ୟା କରିଥିଲେ।…
ଅଜବ ଘଟଣା, ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କଲେ ମହିଳା! ପରିବାର ସ୍ତବ୍ଧ
ତେଲଙ୍ଗାନା,୬।୧୧: ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲାରେ ଏକ ଅଜବ ଏବଂ ହୃଦୟ ବିଦାରକ ଘଟଣା ଜଣେ ମହିଳାଙ୍କ ଜୀବନରେ ପୁର୍ଣ୍ଣଚ୍ଛେଦ ପକାଇ ଦେଇଛି। ପିମ୍ପୁଡ଼ି ପ୍ରତି ପ୍ରବଳ ଭୟ ଥିବା ୨୫ ବର୍ଷୀୟା ବିବାହିତ ମହିଳା ମନୀଷା ଆତ୍ମହତ୍ୟା କରିଥିଲେ। ତାଙ୍କ ସ୍ବାମୀ…
ମହିଳା ଡାକ୍ତର ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ସବ-ଇନ୍ସପେକ୍ଟର
ମୁମ୍ବାଇ,୨୬।୧୦: ଅଧିକାରୀମାନେ କହିଛନ୍ତି ଯେ ମହାରାଷ୍ଟ୍ରର ସତାରାରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଶନିବାର ଜଣେ ସବ-ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଯେ ୨୯ ବର୍ଷୀୟ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ପୋଲିସ ସବ-ଇନ୍ସପେକ୍ଟର ସମେତ…
ଭଡ଼ାଘରେ ଝୁଲିପଡ଼ିଲେ ଯୁବକ, ଘର ଲୋକେ କବାଟ ଖୋଲିବାରୁ…
ବଲାଙ୍ଗୀର,୧୭ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗରରେ ଏକ ଦୁଃଖଦ ଘଟଣା ଘଟିଛି। ସହରସ୍ଥିତ ରାଜୀବ ନଗରପଡ଼ାରେ ରହୁଥିବା ଅମିତ୍ ଭୋଇ(୨୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର…
ମନ୍ଦିର ପରିସରରେ ଗୋଟିଏ ଶାଢ଼ିରେ ଝୁଲିପଡ଼ିଲେ ପ୍ରେମୀଯୁଗଳ, ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ…
ଜୟପୁର,୧୫ା୧୦(ପବନ ପାଣିଗ୍ରାହୀ): ଜୟପୁର ଗୋପବନ୍ଧୁ ନଗରରେ ଝୁଲନ୍ତା ଅବସ୍ଥା ୨ ଜଣଙ୍କ ମୃତଦେହ ଜବତ କରିଛି ଟାଉନ ପୋଲିସ। ଗୋପବନ୍ଧୁ ନଗରରେ ଥିବା କନକଦୁର୍ଗା ମନ୍ଦିର ପରିସରରେ ୨ଟି ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା। ମୃତକ ଦ୍ୱୟ ହେଲେ ମନ୍ଦିରର ପୂଜକ…
ଦୁଇ ଘରୁ ୮ ଜଣଙ୍କ ଆତ୍ମହତ୍ୟା, ଛାତି ଥରାଇଦେବ ଏହି ଘଟଣା
ଜୟପୁର/ସିକର,୧୧।୧୦: ଶନିବାର ରାଜସ୍ଥାନର ଦୁଇଟି ପ୍ରମୁଖ ସହରରେ ଗଣ ଆତ୍ମହତ୍ୟା ଘଟଣା ଘଟିଛି। ସିକରରେ ଗୋଟିଏ ପରିବାରର ପାଞ୍ଚ ଜଣ ଏବଂ ଜୟପୁରରେ ତିନି ଜଣ ଆତ୍ମହତ୍ୟା କରିଛନ୍ତି। ଶନିବାର ସକାଳେ ରାଜଧାନୀ ଜୟପୁରର କରଣୀ ବିହାର ପୋଲିସ ଷ୍ଟେଶନ ଅଞ୍ଚଳରେ…
ଆର୍ଥିକ ଅନଟନ ସହ୍ୟ କରି ନ ପାରି ଆତ୍ମହତ୍ୟା କରିଦେଲେ ଯୁବକ!
ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀର ରବୀନ୍ଦ୍ର ନାୟକ (୨୯) ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆର୍ଥିକ ଅନଟନ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।…
NEET ରେ ୯୯.୯୯ ପର୍ସେଣ୍ଟାଇଲ ହାସଲ କରିଥିଲେ, ଡାକ୍ତର ହେବାକୁ ଇଛା ନ ଥିବାରୁ ଝୁଲିପଡିଲେ
ନୂଆଦିଲ୍ଲୀ,୨୪ା୯: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ୧୯ ବର୍ଷୀୟ ଛାତ୍ର ଅନୁରାଗ ଅନିଲ ବୋରକର ମେଡିକାଲ କଲେଜରେ ନାମଲେଖା ପାଇଁ ଯିବାର ନିର୍ଦ୍ଧାରିତ ଦିନରେ ଆତ୍ମହତ୍ୟା କରିଛନ୍ତି। ସେ ଏକ ଆତ୍ମହତ୍ୟା ନୋଟ୍ରେ ଲେଖିଥିଲେ ଯେ ସେ ଡାକ୍ତର ହେବାକୁ ଚାହୁଁ ନ…
ଭଡ଼ାଘରେ ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ମହିଳା, ଶିକ୍ଷକ ସ୍ବାମୀଙ୍କୁ…
ପାଇକମାଳ,୧୬ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ ମନ୍ଦିର ଯିବା ରାସ୍ତାରେ ନରସିଂହ ପଡ଼ାରେ ଭଡ଼ା ଘରେ ରହୁ ଥିବା ଜଣେ ଯୁବତୀ ଶନିବାର ନିଜ ଶାଢ଼ିରେ ବେକରେ ଫାଶ ପକାଇ ଆତ୍ମହତ୍ୟା କରିଛି। ମୃତକ ହେଲେ ନୀଲିପମା ଦୀପ (୩୪)ମୃତକଙ୍କ…
Archives


