Chanakya Niti: ସଫଳ ନେତା ହେବାକୁ ଏହି ୩ ଗୁଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେବେ ବିଶ୍ୱ ଚିହ୍ନିବ ଆପଣଙ୍କ ଶକ୍ତି
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜଣେ ମହାନ ନେତା ହେବା ପାଇଁ, ଆପଣଙ୍କ ପାଖରେ କିଛି ଗୁଣ ରହିବା ଆବଶ୍ୟକ। ଉଦାହରଣ ସ୍ବରୂପ, ଜଣେ ଭଲ ନେତାଙ୍କୁ ସେମାନଙ୍କ ଦଳର ସମ୍ମାନ ପାଇବା ପାଇଁ ସର୍ବଦା ଶୃଙ୍ଖଳିତ ହେବା ଆବଶ୍ୟକ, କାରଣ ଯଦି…

