Tag Archives: strike

ନ୍ୟାୟ ଦାବିରେ ଧାରଣାରେ ବସିଲେ ଲରମ୍ଭା ପ୍ୟାକ୍ସ ପୂର୍ବତନ ସହ-ସମ୍ପାଦକ ଦମ୍ପତି

ଅତାବିରା,୨୨ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପ୍ୟାକ୍ସ)ର ପୂର୍ବତନ ସହକାରୀ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ତାଙ୍କ ଉପରେ ଅନ୍ୟାୟ ଏବଂ ଲରମ୍ଭା ପ୍ୟାକ୍ସରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବୁଧବାର…

ବନ୍ଦ ପାଳନବେଳେ ବ୍ୟାନରରୁ କାଟି ବାହାର କରିଦେଲେ କଂଗ୍ରେସ ବିଧାୟକଙ୍କ ଫଟୋ, କମିଟିର ଅବହେଳା ପାଇଁ…

ଦାରିଙ୍ଗବାଡ଼ି,୧୭ା୭(ଅରୁଣ ସାହୁ): ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଉଛି। ତେବେ ବନ୍ଦ ପାଳନ ବେଳେ ଏକ ଅଭାବନୀୟ ପରିସ୍ଥିତି…

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦୁର୍ଗନ୍ଧରେ ଫାଟି ପଡୁଛି ନାକ

ଦେବଗଡ଼,୧୨ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବକେୟା ଥିବା ଇପିଏଫ୍‌ ଟଙ୍କା ପ୍ରଦାନ ଦାବିରେ ସେମାନେ ଏହି ଆନ୍ଦୋଳନ କରିଛନ୍ତି। ଫଳରେ ସହର ଭିତରେ କୁଢ଼କୁଢ଼ ଆବର୍ଜନା ପଡ଼ିରହିଛି। ତୁରନ୍ତ ସଫା କରିବା ପାଇଁ…

ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ନେଇ ପ୍ରତିବାଦ, ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସମାକୋଇ ଚକାଦର ସମନ୍ବୟ ସମିତି ତେଲକୋଇ ଡାକରାରେ ପ୍ରସ୍ତାବିତ ଚକଧର ଜଳସେଚନ ପ୍ରକଳ୍ପ ପ୍ରତିବାଦରେ ୧୨ ଘଣ୍ଟିଆ ଏନ୍‌ଏଚ୍‌ ଅବରୋଧ କରି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରିଛନ୍ତି। ଏହି ଅବସରରେ ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ଜଗମୋହନପୁର ନିକଟରେ…

ସେବାଶ୍ରମରେ ତାଲା ପକାଇ ଫାଟକ ସାମ୍ନାରେ ଧାରଣାରେ ବସିଲେ ଅଭିଭାବକ, ଦାବି ପୂରଣ ନ ହେଲେ…

ଦାରିଙ୍ଗବାଡ଼ି,୨୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ସରକାରୀ ସେବାଶ୍ରମକୁ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ। ଶିକ୍ଷକ ଅଭାବକୁ ପୁରଣ କରିବା ସେମାନଙ୍କ ମୁଖ୍ୟ ଦାବି ହୋଇଥିବା ବେଳେ ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri