ଥମୁନି ବିଶ୍ୱକପ୍ର ‘ଟାଇମ୍ ଆଉଟ୍’ ବିବାଦ: ସାକ୍ଷ୍ୟ ଦେଲେ ମାଥ୍ୟୁସ, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠାଇଲେ ପ୍ରଶ୍ନ…
ନୂଆଦିଲ୍ଲୀ,୭।୧୧: ଥମିବାର ନାଁ ନେଉନାହିଁ ବିଶ୍ୱକପ୍ ୨୦୨୩ର ଟାଇମ୍ ଆଉଟ୍ ବିବାଦ। ବାଲାଂଦେଶ ବିପକ୍ଷରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ଏହାକୁ ନେଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା। ଏହି ପ୍ରସଙ୍ଗରେ ମାଥ୍ୟୁସ ପ୍ରଥମେ ଅସନ୍ତୋଷ…

