ନିଶ୍ଚେତକ ଡାକ୍ତର ନାହାନ୍ତି, ଅସ୍ତ୍ରୋପଚାର ବନ୍ଦ ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ନାହାନ୍ତି। ଫଳରେ ରୋଗୀ ସାଧାରଣ ଅସ୍ତ୍ରୋପଚାର ପାଇଁ ଘରୋଇ ନର୍ସିଂହୋମକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଡାକ୍ତରଖାନାରେ ରୋଗୀ ଚିକିତ୍ସା କେବଳ ବର୍ହିଃ ବିଭାଗ(ଓପିଡି) ସେବାରେ ସୀମିତ ରହିଛି। ସାଧାରଣରେ…