ବାତ୍ୟା ଆଶଙ୍କାରେ ଉପକୂଳବାସୀ, ଜରୁରୀ ବୈଠକ ଡାକି ଆଲର୍ଟ କଲା ଜିଲା ପ୍ରଶାସନ
ମହାକାଳପଡ଼ା,୨୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ ମହାବାତ୍ୟା କରାଳ ଦୃଶ୍ୟ ଏବେବି ଉପକୂଳ ଅଞ୍ଚଳ ଲୋକଙ୍କର ମନେ ପଡ଼ିଯାଏ। ବିଶେଷକରି ପୂର୍ବ ଉପକୂଳ ଜଗତସିଂହପୁର ଏରସମାରେ ବାତ୍ୟା ସିଧା ସଳଖ ମାଡ଼ ହୋଇଥିଲା। ଏହାର ପ୍ରଭାବରେ ପଡ଼ୋଶୀ ଜିଲା କେନ୍ଦ୍ରାପଡ଼ା ବି ବର୍ତ୍ତି…

