ସାମ୍ନାକୁ ଆସିଲା #VIROSHଙ୍କ ବିବାହ ଫଟୋ, ପୋଷ୍ଟ ଲେଖି ରୋମାଣ୍ଟିକ୍ ହେଲେ କପଲ୍…ଦେଖନ୍ତୁ ଉଦୟପୁର: ସରିଲା ଅପେକ୍ଷା। ଦୀର୍ଘ ଦିନର ଚର୍ଚ୍ଚା ଓ ପ୍ରତୀକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସାଉଥ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡାଏବଂ ରଶ୍ମିକା ମନ୍ଦାନା। ଆଜି ଏହି ବହୁଚର୍ଚ୍ଚିତ ବିବାହ ସମ୍ପନ୍ନ ହେବା ପରେ ସୋସିଆଲ ମିଡିଆରେ…