Tag Archives: SOUTH KOREA

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ତାଙ୍କୁ ଡିସେମ୍ବର ୩, ୨୦୨୪ରେ ସାମରିକ…

ଏସିଆ କପ: ଭାରତ ୪-୧ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିୟନ, ବିଶ୍ୱକପରେ ସ୍ଥାନ ପକ୍କା

ରାଜଗୀର,୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଦଳ ଏସିଆ କପ ୨୦୨୫ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଏହି ବିଜୟ ସହ ଭାରତ ଆଗାମୀ ବର୍ଷ ପାଇଁ…

ସାଉଥ କୋରିଆରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ, କ୍ୟାନସର ରୋଗର ନିରାକରଣ ପାଇଁ ଗବେଷଣା କରି…

ଭଞ୍ଜନଗର,୨୮ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦର ଝିଅ ଡକ୍ଟର ଅୟେସ୍‌କାନ୍ତା ମହାନ୍ତି ଦକ୍ଷିଣ କୋରିଆରେ କ୍ୟାନସର ରୋଗ ପାଇଁ ନାନୋ ମେଡିସିନ ଉପରେ ଗବେଷଣା କରୁଥିଲେ। ଇତିମଧ୍ୟରେ ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଗଞ୍ଜାମର ଗର୍ବିତ ଝିଅ ଅୟେସ୍‌କାନ୍ତା ଦୀର୍ଘବର୍ଷର…

ଦକ୍ଷିଣ କୋରିଆରେ କ୍ଷମତାକୁ ଆସିଲେ ଟ୍ରମ୍ପ! ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୬।୫: ଯେତେବେଳେ ସମଗ୍ର ବିଶ୍ୱ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସଂଘର୍ଷ କରୁଛି, ସେତେବେଳେ ବହୁତ କମ ଲୋକ ଦୂର ପୂର୍ବ ଏସିଆର ଦ୍ରୁତ ରାଜନୈତିକ ଘଟଣାବଳୀ ଉପରେ ଧ୍ୟାନ ଦେଇଛନ୍ତି। ଏହି ସପ୍ତାହରେ, ଦକ୍ଷିଣ କୋରିଆର ଲୋକମାନେ ବିରୋଧୀ…

Video: ଭୟଙ୍କର ଦୃଶ୍ୟ: ଭୁଶୁଡ଼ିଲା ବିରାଟକାୟ ପୋଲ, ଦୁଇ ମୃତ

ନୂଆଦିଲ୍ଲୀ,୨୫ା୨: ମଙ୍ଗଳବାର ଦକ୍ଷିଣ କୋରିଆର ଏକ ଏକ୍ସପ୍ରେସୱେ ନିର୍ମାଣ ସ୍ଥାନରେ ଏକ ପୋଲ ଭୁଶୁଡ଼ି ପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ପାଞ୍ଚ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ପୋଲର ଏକ ଅଂଶ ଖସି ପଡ଼ିବାର ଭୟଙ୍କର ଫୁଟେଜ୍…

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଗିରଫ ପାଇଁ ଓ୍ବାରେଣ୍ଟ ଜାରି

ସିଓଲ,୩୧ା୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲଙ୍କ ବିରୋଧରେ ମହାଭିଯୋଗ ଗୃହୀତ ହୋଇଥିବାବେଳେ ତାଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟର ତଲାସି ନେବା ପାଇଁ ସେଠାର ଏକ ଅଦାଲତ ଓ୍ବାରେଣ୍ଟ ଜାରି କରିଛନ୍ତି। ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ…

ଚାଲିଲାନି ସାମରିକ ଆଇନ ଚାଲ୍: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ,୪।୧୨: ଦକ୍ଷିଣ କୋରିଆରେ ସାମରିକ ଆଇନର ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର କରି ଦିଆଯାଇଛି। କିନ୍ତୁ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆର ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ…

ଦକ୍ଷିଣ କୋରିଆରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ବିରୋଧୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩।୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ-ସୁକ-ୟୋଲ ମଙ୍ଗଳାବର ବିରୋଧୀ ଦଳ ଉପରେ ସରକାରଙ୍କୁ ସ୍ଥାଣୁ କରିବା, ଉତ୍ତର କୋରିଆ ପ୍ରତି ସହାନୁଭୂତି ରଖିବା ଏବଂ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ କମଜୋର କରିବା ଅଭିଯୋଗ ଲଗାଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri