ଗାୟିକା ଶିବଶ୍ରୀ ସ୍କନ୍ଦପ୍ରସାଦ କିଏ? ଯାହାଙ୍କୁ ବିବାହ କଲେ ଭାଜପା ଏମପି ତେଜସ୍ୱୀ ସୂରିୟା ବେଙ୍ଗାଲୁରୁ,୬।୩: ଭାରତୀୟ ଜନତା ପାର୍ଟି (ଭାଜପା) ସାଂସଦ ତେଜସ୍ୱୀ ସୂରିୟା ପ୍ରସିଦ୍ଧ କର୍ଣ୍ଣାଟକ ଗାୟିକା ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କରିଛନ୍ତି। ଗତ କିଛି ଦିନ ଧରି ତେଜସ୍ୱୀ ସୂରିୟାଙ୍କ ବିବାହ ଖବର ଶିରୋନାମାରେ ଥିଲା। ତେଜସ୍ୱୀ...