Tag Archives: Shubhanshu Shukla

ମହାକାଶ ଯାତ୍ରାର ରାଜ ଖୋଲିଲେ ଶୁଭାଂଶୁ, କହିଲେ କିଏ ବେଶି ମନେ ପଡୁଥିଲେ

ନୂଆଦିଲ୍ଲୀ,୨୦।୯: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଯେଉଁଠାରେ ସେ ମହାକାଶ ଯାତ୍ରା ସହିତ ଜଡିତ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ସେ ଗଣମାଧ୍ୟମ ସହିତ କଥା ହୋଇଥିଲେ ଏବଂ ମହାକାଶରେ…

ଚାଲି ଶିଖୁଛନ୍ତି ଶୁଭାଂଶୁ ଶୁକ୍ଳା, ଫୋନ ବି ହାତକୁ ଲାଗୁଛି ଓଜନିଆ

ନୂଆଦିଲ୍ଲୀ,୨।୮: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ଫେରିଛନ୍ତି। ଫେରିବା ପରେ ସେ ତାଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି। ସେ କହିଥିଲେ ଯେ ମୁଁ ୨୦ ଦିନ ପାଇଁ ମାଇକ୍ରୋଗ୍ରାଭିଟି କ୍ଷେତ୍ରରେ ରହିଲି। ଏବେ ମୁଁ ଗୁରୁତ୍ୱାକର୍ଷଣରେ ବଞ୍ଚିବାକୁ ଚେଷ୍ଟା…

ଶୁଭାଂଶୁ ଶୁକ୍ଲାଙ୍କ ଭଳି Astronaut ହେବାକୁ ଚାହାନ୍ତି କି? ଜାଣନ୍ତୁ କେଉଁ ଡିଗ୍ରୀ ଆବଶ୍ୟକ;ଦରମା କେତେ , ଚୟନ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୫।୭: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍‌ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ମହାକାଶରେ ୨୦ ଦିନ ଏବଂ ମହାକାଶ ଷ୍ଟେସନରେ ୧୮ ଦିନ ବିତାଇବା ପରେ ଆଜି ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଛନ୍ତି। ସେ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ…

୧୮ ଦିନ ପରେ ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ,୧୫।୭: ୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ୍‌-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ତାଙ୍କ ମହାକାଶଯାନ ଡ୍ରାଗନ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ…

ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ ବିତାଇବା ପରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ତାଙ୍କର ପ୍ରତ୍ୟାବର୍ତ୍ତନ ଆକ୍ସିଅମ-୪ ମିଶନ ମାଧ୍ୟମରେ ଆରମ୍ଭ…

ମହାକାଶରେ ପହଞ୍ଚିବାପରେ ପ୍ରଥମଥର ଭିଡିଓ କଲ୍‌ କଲେ ଶୁଭାଂଶୁ: କହିଲେ, ପିଲାଙ୍କ ଭଳି ଚାଲିବା ଶିଖିବି

ନୂଆଦିଲ୍ଲୀ,୨୬।୬: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚିବା ମାତ୍ରେ ଏକ ଭିଡିଓ କଲ କରିଥିଲେ। ସେ ଦେଶକୁ ନମସ୍ତେ କହିଥିଲେ ଏବଂ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ। ଶୁଭାଂଶୁ ଗୁରୁବାର ସକାଳେ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର…

ମହାକାଶଚାରୀ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ସମଗ୍ର ଦେଶ…

ନୂଆଦିଲ୍ଲୀ,୨୫ା୬: ଭାରତୀୟ ବାୟୁସେନା ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ବୁଧବାର ମହାକାଶ ଯାତ୍ରା କରିଛନ୍ତି। ଏନେଇ ଶୁଭାଂଶଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଲେଖିଛନ୍ତି, ଭାରତ ପାଇଁ ମହାକାଶରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି…

ସ୍ପେସ୍‌ ମିଶନରେ ଯିବାପରେ ଏମିତି ବାର୍ତ୍ତା ପଠାଇଲେ ଶୁଭାଂଶୁ: ଦେଶବାସୀଙ୍କୁ କଲେ ଭାବପ୍ରବଣ

ନୂଆଦିଳ୍ଲୀ,୨୫।୬: ଭାରତର ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହ କେନେଡି ସ୍ପେସ ସେଣ୍ଟରରୁ ଆକ୍ସିଅମ-୪ ମିଶନ ପାଇଁ ଉଡ଼ାଣ ଭରିଛନ୍ତି। ଏହି ମିଶନକୁ ଭାରତର ଶୁଭାଂଶୁ ଶୁକ୍ଳା ପରିଚାଳନା କରୁଛନ୍ତି। ସେ ମହାକାଶରେ ପହଞ୍ଚିବା ମାତ୍ରେ ଦେଶ ପାଇଁ…

Axiom-4 Mission:ସ୍ପେଶ ଯିବା ପୂର୍ବରୁ ପତ୍ନୀଙ୍କ ପାଇଁ ଇମୋଶନାଲ ବାର୍ତ୍ତା ଲେଖିଲେ ଦେଶର ଗୌରବ ଶୁଭାଂଶୁ ଶୁକ୍ଳା, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆକ୍ସିଅମ-୪ ମିଶନରେ ଯାଇଛନ୍ତି। ଶୁଭାଂଶୁଙ୍କୁ ନେଇ ସାରା ଦେଶରେ ଆଲୋଚନା ହେଉଛି। ତାଙ୍କ ପରିବାର ଏହି ମିଶନକୁ ନେଇ ଖୁବ ଖୁସି ପ୍ରକାଶ କରିଛନ୍ତି। ଏହି ସମୟରେ ଶୁଭାଂଶୁ ମହାକାଶକୁ ଯିବା ପୂର୍ବରୁ ତାଙ୍କ…

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମେ ୨୯ ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ

ନୂଆଦିଲ୍ଲୀ, ୨୯।୪: ଭାରତର ମହାକାଶ ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ଆସନ୍ତା ମେ ୨୯, ୨୦୨୫ରେ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଉଡ଼ାଣ କରିବେ।…

ଭାରତର ମହାକାଶ ଯାତ୍ରାରେ ଏକ ବଡ଼ ସଫଳତା: ମେ’ରେ ସ୍ପେସ୍‌ଷ୍ଟେଶନ ଯିବେ ଭାରତୀୟ ମହାକାଶଚାରୀ

ନୂଆଦିଲ୍ଲୀ,୧୯।୪:ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ମେ’ ମାସରେ ସ୍ପେସ୍‌ ଷ୍ଟେଶନ ଯିବେ। କୌଣସି ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଏହା ପ୍ରଥମ ଘଟଣା। ଗଗନୟାତ୍ରୀ ବା ଅଷ୍ଟ୍ରୋନଟ୍‌-ଡେଜିଗ୍‌ନେଟ୍‌ ଗ୍ରୁପ୍‌ କ୍ୟାପ୍‌ଟେନ ଶୁଭ୍ରାଂଶୁ ଶୁକ୍ଳା ଆସନ୍ତା ମାସରେ ଅନ୍ତର୍ଜାତୀୟ ମହାକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri