ଶୀତଦିନ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ କବାଟ, ଏଥର ରେକର୍ଡ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା ନୂଆଦିଲ୍ଲୀ,୧୮।୧୧: କାର୍ତ୍ତିକ ଶୁକ୍ଲ ଷଷ୍ଠୀ ଶ୍ରାବଣ ନକ୍ଷତ୍ରରେ ଶୀତଋତୁ ପାଇଁ ଶନିବାର ଦିନ ରାତି ଅପରାହ୍ନ ୩:୩୩ ରେ ଶ୍ରୀ ବଦ୍ରିନାଥ ଧାମଙ୍କ ଦ୍ୱାର ବନ୍ଦ ହୋଇଛି। କବାଟ ବନ୍ଦ ହେବା ଅବସରରେ ବଦ୍ରିନାଥ ମନ୍ଦିରକୁ ଫୁଲରେ ସଜାଯାଇଥିଲା। ସିଂହ...