ଆସୁଛି ଶ୍ରାବଣ: ତହସିଲଦାରଙ୍କୁ ଭେଟି ଉନ୍ନତିକରଣ ପାଇଁ ଦାବି ଜଣାଇଲା ପ୍ରତିନିଧି ଦଳ ଗଞ୍ଜାମ,୩୦ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବ ପୀଠ। ଉକ୍ତ ଶୈବ ପୀଠର ଉନ୍ନତିକରଣ ଏବଂ ଓସାରିଆ ରାସ୍ତା ନିର୍ମାଣ ପାଇଁ ସୋମବାର ବଟେଶ୍ୱର ଐତିହ୍ୟ ସରଂକ୍ଷଣ କମିଟିର ଏକ ପ୍ରତିନିଧି ଦଳ...