ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’
ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ ଦେଶର ପୂର୍ବତନ ଖେଳାଳିମାନଙ୍କୁ ପରିହାସ କରିଥିଲେ। ଏହି ମାମଲା ଏବେ ଉଗ୍ର ରୂପ…
ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି
ଇସଲାମାବାଦ୍,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କେବଳ ବାବର ଆଜମ ନୁହେଁ ନିଜ ଜ୍ୱାଇଁ…
ଇତିହାସ ରଚିଲେ ରୋହିତ ଶର୍ମା; ସାହିଦ ଆଫ୍ରିଦିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ
ରାଞ୍ଚି,୩୦।୧୧: ଭାରତର ଷ୍ଟାର୍ ବ୍ୟାଟର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦିଙ୍କ…
ପାକିସ୍ତାନ କ୍ରିକେଟରେ ଝଡ଼: ଏସିଆ କପ୍ ବିପର୍ଯ୍ୟୟ ପରେ ପିସିବି ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କଲେ ଶାହିଦ ଆଫ୍ରିଦୀ
ନୂଆଦିଲ୍ଲୀ,୧।୧୦: ପାକିସ୍ତାନର କ୍ରିକେଟ ସୁପରଷ୍ଟାର ଶାହିଦ ଆଫ୍ରିଦୀ ଏସିଆ କପ୍ର ବିପର୍ଯ୍ୟୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଓ ଅନ୍ତର୍ବର୍ତ୍ତୀ ମନ୍ତ୍ରୀ ମୋହସିନ ନକଭିଙ୍କୁ ଇସ୍ତଫା ଦେବାକୁ ଆହ୍ୱାନ କରିଛନ୍ତି। ଆଫ୍ରିଦୀ କହିଛନ୍ତି, “ଏହି ଦୁଇଟି ପଦ ବଡ଼…
ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି, ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା
ନୂଆଦିଲ୍ଲୀ,୧୬।୯: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ବୟାନ ଦେଇ ମୋଦି ସରକାରଙ୍କୁ “ହିନ୍ଦୁ-ମୁସଲମାନ କାର୍ଡ ଖେଳୁଥିବା” ଅଭିଯୋଗ କରିଛନ୍ତି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରି କହିଛନ୍ତି, “ରାହୁଲଙ୍କ ମାନସିକତା ସକାରାତ୍ମକ, ସେ ପାକିସ୍ତାନ…
ଶାହିଦ ଆଫ୍ରିଦିଙ୍କ ସହ ଏକାଠି ବସି ଭାରତ-ପାକିସ୍ତାନ ମ୍ୟାଚ ଦେଖିଲେ ଜୟ ଶାହା? ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୬।୯: ୧୦ ସେପ୍ଟେମ୍ବରରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏସିଆ କପ ୨୦୨୫ର ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ…
ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ଭାରତ ଖେଳିବାକୁ ମନା କରିବାପରେ…
ଇସଲାମାବାଦ୍,୨୧।୭: ବିଶ୍ୱ ଚାମ୍ପିଅନଶିପ ଅଫ ଲିଜେଣ୍ଡସ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ବାତିଲ ହେବା ପରେ ଶାହିଦ ଆଫ୍ରିଦିଙ୍କ ପ୍ରତିକ୍ରିୟା ଆସିଛି। ଏହି ମ୍ୟାଚ ଜୁଲାଇ ୨୦ ତାରିଖରେ ବର୍ମିଂହାମରେ ଖେଳାଯିବାର ଥିଲା, କିନ୍ତୁ ଶିଖର ଧାୱନ, ସୁରେଶ ରାଇନା,…
ପୁଣି ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କଲା ଭାରତ: ପାକ୍ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ୟାନ୍
ନୂଆଦିଲ୍ଲୀ,୩।୭: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଗଲା। ଏହା ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ…
ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ଶାହିଦି ଆଫ୍ରିଦି: ଭିଡିଓ ଶେୟାର କରି କହିଲେ କଞ୍ଚା ମିଛ
ଇସଲାମାବାଦ୍,୨୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ପରେ ମଧ୍ୟ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦି ଆଫ୍ରିଦି ଭାରତ ବିରୋଧରେ ନିରନ୍ତର ପ୍ରଚାର ଚଳାଇଛନ୍ତି। ଏହି ସମ୍ପର୍କରେ ଆଫ୍ରିଦ ଏକ ନୂତନ ଭିଡିଓ ଷେୟାର କରିଛନ୍ତି, ଏଥିରେ ସେ ଦାବି…
VIDEO: ସବୁ ସୀମା ଟପିଗଲେ ଶାହିଦ ଆଫ୍ରିଦି: ସମସ୍ତଙ୍କ ସାମ୍ନାରେ ମୁନିରଙ୍କ ସହ କଲେ ଏମିତି କାମ
ଇସଲାମାବାଦ୍,୧୯।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯଦି ପାକିସ୍ତାନରେ ସବୁଠାରୁ ଅଧିକ ଦୁଃଖିତ କେହି ଅଛନ୍ତି, ତେବେ ସେ ହେଉଛନ୍ତି ପୂର୍ବତନ କ୍ରିକେଟର୍ ଶାହିଦ ଆଫ୍ରିଦି। ନିରନ୍ତର ମିଛ ଏବଂ ଅପପ୍ରଚାର କରୁଥିବା ଆଫ୍ରିଦିଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି।…
ମିଛ ପ୍ରଚାର କରୁଛନ୍ତି ଶାହିଦ ଆଫ୍ରିଦି: ପାକିସ୍ତାନ ଯୁଦ୍ଧ ବିଜୟ ରାଲିରେ ଯୋଗ ଦେଇ କହିଲେ…
କରାଚୀ,୧୩।୫: କରାଚୀରେ ଅନୁଷ୍ଠିତ ‘ବିଜୟ ରାଲି’ରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆଉ ଏକ ମିଥ୍ୟା ଦାବି…
ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ମୋଦି ଏବେ…
ଇସଲାମାବାଦ୍,୧୨।୫: ଭାରତୀୟ ସେନା ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବିଷ…
Archives


