Tag Archives: Shahbaz Sharif

ମୋତେ ରାତି ୨.୩୦ରେ ମୁନିରଙ୍କ ଫୋନ୍‌ ଆସିଥିଲା… Operation Sindoorକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶେହବାଜ ଶରିଫ

ଇସଲାମାବାଦ୍‌,୧୭।୫:ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୧ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଲଗାତାର ଭାବରେ ଡ୍ରୋନ ଏବଂ ମିସାଇଲ୍‌ ଭାରତ ଉପରେ ଆକ୍ରମଣ କରିଥିଲା। ଭାରତୀୟ ସେନା ମଧ୍ୟ ଏହାର…

ପାକିସ୍ତାନକୁ ଚିଡ଼ାଇଲେ ଓଓ୍ବାଇସି: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଶରିଫ-ମୁନିରଙ୍କୁ ପଚାରିଦେଲେ ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଆଦମପୁରସ୍ଥିତ ଭାରତୀୟ ବାୟୁସେନାର ଷ୍ଟେଶନରେ ଯବାନମାନଙ୍କୁ ଭେଟିଛନ୍ତି। ପୂର୍ବରୁ ପାକିସ୍ତାନ ଏହି ଏୟାରବେସ୍‌କୁ କ୍ଷତି ପହଞ୍ଚାଇଥିବା ଡିଣ୍ଡିମ ପିଟି ଆସୁଥିବା ବେଳେ ମୋଦିଙ୍କ ଏହି ଗସ୍ତ ପରୋକ୍ଷ ସମ୍ବାଦ ଦେଉଥିବା କୁହାଯାଉଛି। ଏସବୁ…

ହାତ ଛାଡିଲା ଚାଇନା! ଭୋ ଭୋ ହୋଇ କାନ୍ଦିଲେ ଶେହବାଜଙ୍କ ଏମପି, କହିଲେ ଭାରତଠୁ ଆମକୁ ବଞ୍ଚାଅ…

ଇସଲାମବାଦ,୮।୫: ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ପରେ ପାକିସ୍ତାନରେ ଭୟର ବାତାବରଣ ରହିଛି। ପାକିସ୍ତାନ ଭୟ କରୁଛି ଯେ ଭାରତ ପୁଣି ଥରେ ଆଟାକ୍‌ କରିପାରେ। ଏହି ସମୟରେ, ପିଏମଏଲଏନ (ପାକିସ୍ତାନ ମୁସଲିମ ଲିଗ-ଏନ) ଏମପି…

Shahbaz Sharif: ପାକିସ୍ତାନରେ ସାମରିକ ବିଦ୍ରୋହ: ଇସ୍ତଫା ଦେବେ ଶେହବାଜ!

ଇସଲାମବାଦ,୨।୫: ପହଲଗାମ ଆତଙ୍କବାଦ ଆକ୍ରମଣକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନରୁ ବଡ଼ ଖବର ଆସିଛି। ଏହାରି ଭିତରେ ପାକିସ୍ତାନରେ ଏକ ବଡ଼ ରାଜନୈତିକ ଉତ୍ଥାନପତନ ଦେଖିବାକୁ ମିଳିଛି। ସୂତ୍ରରୁ ଜଣାପଡ଼ିଛି ଯେ ଦେଶର ସେନା ଓ ଗୁଇନ୍ଦା…

ଜେଲରେ ବନ୍ଦୀ ଇମରାନ ଖାନଙ୍କଠାରୁ ସାହାଯ୍ୟ ମାଗିଲେ ପାକିସ୍ତାନର ସେନା ମୁଖ୍ୟ ଓ ପ୍ରଧାନମନ୍ତ୍ରୀ; ଚାଲିଛି ବଡ ଯୋଜନା

ନୂଆଦିଲ୍ଲୀ,୨ା୫: ପାକିସ୍ତାନରେ ବର୍ତ୍ତମାନର ପରିସ୍ଥିତି ରାଜନୈତିକ ସମୀକରଣରେ ନାଟକୀୟ ପରିବର୍ତ୍ତନର ସଙ୍କେତ ଦେଉଛି। ଭାରତ ସହିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ସାମରିକ ପ୍ରତିକ୍ରିୟା ମଧ୍ୟରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଏବଂ…

ଭାରତ ସହ ଯୁଦ୍ଧ ନ କରିବା ଭଲ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି ଉପଦେଶ ଦେଲ ବଡ଼ ଭାଇ

ଇସଲାମାବାଦ୍‌,୨୮।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସଭାପତି ନୱାଜ ସରିଫଙ୍କୁ ଜାତୀୟ ସୁରକ୍ଷା କମିଟି (ଏନଏସସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ଭାରତ ସିନ୍ଧୁ ଜଳ ଚୁକ୍ତି (IWT)କୁ ସ୍ଥଗିତ କରିବା ପରେ…

ଧମକ ଦେବା ପରେ ବାଟକୁ ଆସିଗଲା ପାକିସ୍ତାନ! ଶେହବାଜ କହିଲେ…

ଇସଲାମବାଦ,୨୬।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶନିବାର କହିଛନ୍ତି ଯେ, କଶ୍ମୀରର ପହଲଗାମରେ ୨୬ ଜଣଙ୍କ ହତ୍ୟା ଘଟଣାର ଯେକୌଣସି “ନିରପେକ୍ଷ ଏବଂ ସ୍ବଚ୍ଛ” ତଦନ୍ତରେ ପାକିସ୍ତାନ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ପାକିସ୍ତାନ ସମସ୍ତ ପ୍ରକାରର ଆତଙ୍କବାଦକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri