ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ୧୭ରେ ଭୀଷଣ ବାତ୍ୟା !
ଭୁବନେଶ୍ୱର,୧୫ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇଛି। ସକାଳ ୫ଟା ୩୦ରେ ଏହା ଅବପାତରେ ପରିଣତ ହୋଇଛି। ତେବେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଅବପାତ ବାତ୍ୟାରେ ପରିଣତ ହୋଇ ୧୭ରେ ଭୀଷଣ ବାତ୍ୟା ରୂପ…

