Tag Archives: sea

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର ଅନ୍ତର୍ଗତ ଜଟାଧାର ତଣ୍ଡାରେ ଦୈନିକ ଶତାଧିକ ଅଲିଭ୍‌ରିଡ୍‌ଲେ କଇଁଛ ମରୁଛନ୍ତି। ସେମାନଙ୍କ ସୁରକ୍ଷା…

ମଝି ସମୁଦ୍ରରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଡିଜିପି କହିଲେ ଏହି ଦ୍ୱୀପରେ…

ଭଦ୍ରକ,୨୨ା୧(ସନାତନ ରାଉତ): ଭଦ୍ରକ ଜିଲା ଧାମରା ବନ୍ଦର ନିକଟସ୍ଥ ଉଡ଼ାବାଲି ଦ୍ବୀପରେ ୭୭ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଉଡ଼ିଛି ତ୍ରିରଙ୍ଗା। ଉପକୂଳ ସୁରକ୍ଷା ଓ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି। ଯାହାର ପ୍ରକୃତ ନାମ ହେଲା କନିକା…

‘ବେଳାଭୂମି ଅବକ୍ଷୟକୁ ରୋକି ସମୁଦ୍ରକୂଳକୁ ସୁଦୃଢ଼ କରିବ ବାଲୁକା ଗୁଳ୍ମ’

ଅସ୍ତରଙ୍ଗ,୨୩ା୧୦: ଦିନକୁ ଦିନ ଅଶାନ୍ତ ହେଉଛି ବଙ୍ଗୋପସାଗର। ଓଡ଼ିଶାର ପ୍ରାୟ ଅର୍ଦ୍ଧାଧିକ ଉପକୂଳ ଅଞ୍ଚଳ ବେଳାଭୂମି ଅବକ୍ଷୟ ହେବା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହି ପରିସ୍ଥିତିରେ ବାଲୁକା ଗୁଳ୍ମ ଓ ଉପକୂଳ ଉଦ୍ଭିଦ ସଂରକ୍ଷଣ ହିଁ ପ୍ରାକୃତିକ ପ୍ରତିରକ୍ଷା…

ଉପକୂଳରେ ଅନୁପ୍ରବେଶ ରୋକିବ ସାଗର କବଚ

ମହାକାଳପଡ଼ା,୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳରେ ସୁରକ୍ଷା ପାଇଁ ସାଗର କବଚର ଏକ ଏନଫୋର୍ସ ଟିମ୍‌ର ୨ ଦିନିଆ ସମରାଭ୍ୟାସ ବୁଧବାରଠାରୁ ଆରମ୍ଭ ହୋଇଛି। ସମୁଦ୍ର ମଧ୍ୟରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି, ବେଆଇନ ଚାଲାଣ ଓ…

ସମୁଦ୍ରରେ ଓଲଟିଲା ମାଛଧରା ଡଙ୍ଗା, ମିଳୁନି ମତ୍ସ୍ୟଜୀବୀଙ୍କ ପତ୍ତା

ଗଞ୍ଜାମ/ଛତ୍ରପୁର,୨୮ା୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଋଷିକୂଲ୍ୟା ମୁହାଣସ୍ଥିତ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆ ନୋଳିଆ ନୂଆ ଗାଁର ମତ୍ସ୍ୟଜୀବୀ ଏ. କାଳିଆ। ବୁଧବାର ରାତିରେ…

ଋଷିକୂଲ୍ୟା ମୁହାଣ ଅଞ୍ଚଳରେ କୂଳ ଲଙ୍ଘୁଛି ସମୁଦ୍ର

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ବାରମ୍ବାର ଲଗୁଚାପ ଏବଂ ଜଳ ବାୟୁ ପରିବର୍ତ୍ତନ ହେଉ ଥିବାରୁ ସମୁଦ୍ରରେ ଉଚ୍ଚ ଲହରି ସୃଷ୍ଟି ହେଉଛି l ଯାହାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘୁଥିବା ଦେଖିବାକୁ…

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ ଜଳୀୟବାଷ୍ପ ଧାରଣ କରିପାରେ। ପୃଥିବୀର ପାଣିପାଗ ଅନେକାଂଶରେ ବାୟୁରେ ଥିବା ଏହି ଅଦୃଶ୍ୟ ଜଳୀୟବାଷ୍ପର…

ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା ଦେଇ ପ୍ରବାହିତ ହୋଇଯାଇଛି। ଏହା ଏକ କ୍ରାନ୍ତିମଣ୍ଡଳୀୟ ଘୂର୍ଣ୍ଣିଝଡ଼। ସାମୁଦ୍ରିକ ଝଡ଼ଗୁଡ଼ିକ ଅତ୍ୟନ୍ତ ଶକ୍ତିଶାଳୀ…

ସମୁଦ୍ରରେ ବୁଡ଼ିଯିବାର ୧୮ ଘଣ୍ଟା ପରେ ବି ମିଳୁନି ଛାତ୍ରଙ୍କ ପତ୍ତା, ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ

ଛତ୍ରପୁର,୨୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ ଘଟଣାର ୧୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସି ନିର୍ଦ୍ଦେଶ କ୍ରମେ ହେଲିକପ୍ଟର ଯୋଗେ ଖୋଜା ଖୋଜି…

ୟେମେନ-ଓମାନ ମୁହାଁ ସାମୁଦ୍ରିକ ଝଡ଼ ‘ତେଜ’ , ଅକ୍ଟୋବର ୨୫ରେ ଲ୍ୟାଣ୍ଡଫଲ ପୂର୍ବାନୁମାନ, ଭିଡ଼ିଓରେ ଭୟଙ୍କର ରୂପ..

ନୂଆଦିଲ୍ଲୀ,୨୧।୧୦ : ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର କହିଛି ଦକ୍ଷିଣ ପଶ୍ଚିମ ଆରବ ସାଗରରେ ଘୂର୍ଣ୍ଣିବଳୟ ‘ତେଜ’ ତୀବ୍ର ହୋଇଛି ଏବଂ ବର୍ତ୍ତମାନ ୟେମେନର ସୋକୋଟ୍ରା ଉପରେ କେନ୍ଦ୍ରିତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri