ଆମ ବସ୍ ଚାବି ଛଡ଼ାଇ ନେଇ ଛୁ ମାରିଲେ ସ୍କୁଟି ଚାଳକ
କଟକ,୨୨ା୧୧: ହାଇକୋର୍ଟ ଛକରେ ହାଇଡ୍ରାମା। ଆମ ବସ୍ ଡ୍ରାଇଭରଙ୍କଠାରୁ ଚାବି ଛଡ଼ାଇ ନେଇ ଜଣେ ସ୍କୁଟି ଚାଳକ ଛୁ’ ମାରିଛନ୍ତି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ସାଇଡ୍ ମାରିଥିବା ଅଭିଯୋଗ କରି ଡ୍ରାଇଭରଙ୍କ ସହ ସ୍କୁଟି ଚାଳକ ପାଟିତୁଣ୍ଡ କରିଥିଲେ। ଏଥିସହିତ…
ଦ୍ରୁତଗତିରେ ଆସୁଥିଲା ବସ୍, ଚକାତଳେ ଫସିଗଲେ ସ୍କୁଟି ଚାଳକ
ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସ୍ଷ୍ଟାଣ୍ଡଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ବେଲଗୁଣ୍ଠା ରୋଡ୍ ଛକରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍କୁଟି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ଉକ୍ତ ଗୋଲେଇ ଛକଟି…

