ଏତେ ବର୍ଷ ପରେ ସତ ଆସିଲା ସାମ୍ନାକୁ, କାହିଁକି ୟୁକ୍ରେନ ସହ ହେଉଛି ଯୁଦ୍ଧ? ଅସଲ କାରଣ ଖୋଲି କହିଲେ ପୁଟିନ
ବେଜିଂ,୧।୯: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ୨୦୨୫ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପାଶ୍ଚାତ୍ୟ ଦେଶମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ପୁଟିନ କହିଛନ୍ତି ଯେ ପଶ୍ଚିମ ଦେଶଗୁଡ଼ିକ ନିରନ୍ତର ଭାବରେ ୟୁକ୍ରେନକୁ ନାଟୋରେ…
ଚାଇନାରେ SCOର ଅର୍ଥ ବୁଝାଇଲେ ମୋଦି
ତିଆନଜିନ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଭାରତର ଚିନ୍ତାଧାରା ଏବଂ ନୀତି ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଭାରତର ଚିନ୍ତାଧାରା ଏବଂ ନୀତି S-ସିକ୍ୟୁରିଟି(ସୁରକ୍ଷା), C-କନେକ୍ଟିଭିଟି(ସଂଯୋଗ) ଏବଂ O-ଅପର୍ଚ୍ୟୁନିଟି(ସୁଯୋଗ) ଉପରେ…
ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଆହ୍ବାନ ଦେଲେ ମୋଦି
ନୂଆଦିଲ୍ଲୀ,୧ା୯: ଚାଇନାର ତିଆଞ୍ଜିନ୍ରେ SCO ସମ୍ମିଳନୀ ଆରମ୍ଭ ହୋଇଛି। ଏହି ମହାସମ୍ମିଳନୀରେ ଯୋଗଦେଇ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ ବୋଲି କହିଛନ୍ତି ମୋଦି। ସୁରକ୍ଷା, ଶାନ୍ତି ଓ…
ମୋଦି-ସି ଜିନପିଙ୍ଗଙ୍କ ମଧ୍ୟରେ କେମେଷ୍ଟ୍ରି ଦେଖି ରାଗିଗଲେ ଟ୍ରମ୍ପଙ୍କ ପରାମର୍ଶଦାତା ନାଭାରୋ? ଭାରତ ବିରୁଦ୍ଧରେ କହିଲେ…
ଓ୍ବାଶିଂଟନ,୧।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ଅବାଧ ଶୁଳ୍କ ଯୋଗୁ ଆର୍ଥିକ ଅସ୍ଥିରତା ପୂର୍ବରୁ ଭାରତ ଏବଂ ଚାଇନା ଏକାଠି ହୋଇଥିଲେ। SCO ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିଆନଜିନ ପହଞ୍ଚିଥିଲେ, ଚାଇନା ରାଷ୍ଟ୍ରପତି ସି…
ଗୋଟିଏ ମଞ୍ଚରେ ୩ ମହାଶକ୍ତି: ରଣନୈତିକ ଯୋଗାଯୋଗକୁ ସୁଦୃଢ଼ କରି ପାରସ୍ପରିକ ଆସ୍ଥାକୁ…
ବେଜିଂ,୧ା୯: ଚାଇନାର ତିଆଞ୍ଜିନ୍ରେ SCO ସମ୍ମିଳନୀ ଆରମ୍ଭ ହୋଇଛି। ଏହି ମହାସମ୍ମିଳନୀରେ ଏକାଠି ହୋଇଛନ୍ତି ୩ ମହାଶକ୍ତି। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକାଠି ହୋଇଛନ୍ତି।…
ଭାରତ ଆଗରେ ଫସିଗଲା ପାକିସ୍ତାନ: ସବୁ ଯୋଜନା ଫେଲ୍
ନୂଆଦିଲ୍ଲୀ,୨୭।୬: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗଦେବା ପାଇଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେ ୭ରେ ଅପରେଶନ ସିନ୍ଦୂର ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଚାଇନାରେ ପହଞ୍ଚିଥିଲେ। ଏହି ସମୟରେ ସେ ଚାଇନା ମାଟିରୁ…
ଚାଇନା ପ୍ରତିରକ୍ଷାମନ୍ତ୍ରୀଙ୍କୁ ୪ ଉପଦେଶ ସହ, ମଧୁବନି ପେଟିଂ ଉପହାର ଦେଲେ ରାଜନାଥ
ବେଜିଂ,୨୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ଚାଇନାରେ ଅଛନ୍ତି। ସେ ଚାଇନାର କ୍ୱିଂଡାଓରେ ଅନୁଷ୍ଠିତ SCOର ଏକ ବୈଠକରେ ଯୋଗଦେବାକୁ ଆସିଛନ୍ତି। ଗସ୍ତର ଶେଷ ଦିନ ଅର୍ଥାତ ଶୁକ୍ରବାର, ରାଜନାଥ ସିଂହ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡଙ୍ଗ ଜୁନଙ୍କୁ…
Archives


