ସେଭିଂ ଆକାଉଣ୍ଟ ଉପରେ ଆୟକର ବିଭାଗର ନଜର, ଏହି ଲିମିଟ୍ରୁ ଟଙ୍କାଟିଏ ବି ଅଧିକ ହେଲେ ଆସିଯିବ ନୋଟିସ ନୂଆଦିଲ୍ଲୀ,୭।୧୧: ସାଧାରଣତଃ ଲୋକେ ଭାବନ୍ତି ଯେ ବ୍ୟାଙ୍କରେ ଟଙ୍କା ଜମା କରିବା ସମ୍ପୂର୍ଣ୍ଣ ନିରାପଦ। କିନ୍ତୁ ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ନିର୍ଦ୍ଧିଷ୍ଟ ସୀମା ଅପେକ୍ଷା ଅଧିକ ନଗଦ ଟଙ୍କା ବ୍ୟାଙ୍କରେ ଜମା କରନ୍ତି, ତେବେ ଏହା ଆୟକର...