Tag Archives: Sanjay Rout

ଶିନ୍ଦେଙ୍କ ‘ହୋଟେଲ ପଲିଟିକ୍ସ’କୁ ନେଇ ଗର୍ଜିଲେ ସଞ୍ଜୟ

ମୁମ୍ବାଇ,୧୮।୧: ବିଏମସି ନିର୍ବାଚନରେ ଏନଡିଏ (ମହାୟୁତି)ର ବିଜୟ ପରେ ମଧ୍ୟ ମୁମ୍ବାଇ ରାଜନୀତିରେ ‘ହୋଟେଲ ରାଜନୀତି’ ଏବଂ ସସପେନ୍ସର ଏକ ଯୁଗ ଆରମ୍ଭ ହୋଇଛି। ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ତାଙ୍କର ୨୯ ଜଣ କାଉନସିଲରଙ୍କୁ ଘୋଡା ବେପାରରୁ ରକ୍ଷା କରିବା…

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାଜପାକୁ ଝଟକା ଦେବା ଭଳି ବୟାନ ଦେଲେ ସଞ୍ଜୟ ରାଉତ, କହିଲେ…

ନୂଆଦିଲ୍ଲୀ,୮।୯: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ, ବିରୋଧୀ ମେଣ୍ଟ ଇଣ୍ଡିଆ ଆଜି (ସେପ୍ଟେମ୍ବର ୮) ଏହାର ଏମପିମାନଙ୍କ ପାଇଁ ଏକ ମକ ପୋଲ ଆୟୋଜନ କରିଛି। ଏହି ଅଭ୍ୟାସ ପୁରୁଣା ସଂସଦ ଭବନରେ ଅପରାହ୍ନ ୨ଟା ୩୦ରେ ହେବ, ଯେଉଁଥିରେ…

ଏସିଆ କପରେ ପାକିସ୍ତାନ କ୍ରିକେଟ ମ୍ୟାଚକୁ ନେଇ ମୋଦିଙ୍କୁ ଏମିତି ଚିଠି ଲେଖିଲେ ସଞ୍ଜୟ ରାଉତ, ବଢିଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୮: ଶିବସେନା (UBT) ଏମପି ସଞ୍ଜୟ ରାଉତ ଜମ୍ମୁ-କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଉଦ୍ଧୃତ କରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟ ମ୍ୟାଚ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ସେ ଏହି ପ୍ରସଙ୍ଗରେ ନିଜର…

Operation Sindoor 2.0: ଅପରେଶନ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ, ‘ସାରା ବିଶ୍ୱ ହସୁଛି, ଯୁଦ୍ଧକୁ ଯୁଦ୍ଧ ଭଳି…’

ନୂଆଦିଲ୍ଲୀ,୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନର ପରିସ୍ଥିତି ଖୁବ ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ଦେଶ ଯୁଦ୍ଧ ଆଡକୁ ମୁହାଁଇଛନ୍ତି। ଏହି ସମୟରେ, ଶିବସେନା ୟୁବିଟି ଗୋଷ୍ଠୀ ନେତା ସଞ୍ଜୟ ରାଉତ କହିଛନ୍ତି ଯେ ସାରା ବିଶ୍ୱ ଆମ ଉପରେ…

ଠାକ୍‌ରେ ଭ୍ରାତା ଏକାଠି ହେବା ଚର୍ଚ୍ଚାକୁ ସଞ୍ଜୟ ରାଉତଙ୍କ ଖଣ୍ଡନ

ମୁମ୍ବାଇ,୨୦।୪: ପରସ୍ପରଠାରୁ ଦୂରେଇ ଯାଇଥିବା ଉଦ୍ଧବ ଠାକ୍‌ରେ ଏବଂ ରାଜ୍‌ ଠାକ୍‌ରେ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ଏହାକୁ ଖଣ୍ଡନ କରିଛନ୍ତି। ୨ ଭାଇଙ୍କ ମଧ୍ୟରେ କେବଳ ଏକ ଭାବନାତ୍ମକ କଥାବାର୍ତ୍ତା…

ଓ୍ବକଫ ବିଲକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ, କହିଲେ ଜିନ୍ନା ବି ମୁସଲମାନଙ୍କ ଏତେ….

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ୱକଫ ବିଲ ଉପରେ ଶିବସେନା ୟୁବିଟି ଏମପି ସଞ୍ଜୟ ରାଉତ ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏହି ବିଲ…

ସେ ଆଗ ଅପେକ୍ଷା ଅଧିକ ଭୟଙ୍କର ହୋଇଯାଇଛନ୍ତି, କେଜରିଓ୍ବାଲଙ୍କ ମାମଲାରେ ମୋଦିଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୨୫।୩: ମହାରାଷ୍ଟ୍ରର ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି, ‘ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ଆଲାଇନ୍ସ ଏକ ବିକ୍ଷୋଭ ପ୍ରଦର୍ଶନ କରୁଛି। ଆମେ ସମସ୍ତେ ସେହି ରାଲିରେ ଯୋଗଦେବୁ। ପ୍ରଧାନମନ୍ତ୍ରୀ ମୋଦି ଅରବିନ୍ଦ କେଜରିୱାଲଙ୍କୁ ଭୟ କରୁଛନ୍ତି। ବର୍ତ୍ତମାନ ଅରବିନ୍ଦ…

ବଢୁଛି ସଞ୍ଜୟଙ୍କ ଅଡୁଆ

ମୁମ୍ବାଇ,୧୨।୧୨: ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଅସୁବିଧାରେ ଅଛନ୍ତି। ୟୁବିଟି ମୁଖପାତ୍ର ସାମାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଲେଖାଯାଇଥିବା ତାଙ୍କ ଆର୍ଟିକିଲ ଏବେ ତାଙ୍କୁ ଅସୁବିଧାରେ ପକାଇଛି, ୟାଭାଟମାଲ ଜିଲାର…

ପ୍ରଧାନମନ୍ତ୍ରୀ ମୋଦି କାହିଁକି ଦେଖିବାକୁ ଯାଇଥିଲେ ଫାଇନାଲ ମ୍ୟାଚ, ସଞ୍ଜୟ କହିଲେ ପରଦା ପଛରେ ରଚାଯାଇଥିଲା ପ୍ଲାନ

ନୂଆଦିଲ୍ଲୀ,୨୦।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ୱିକେଟରେ ହରାଇଛି। ଗୁଜୁରାଟ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଭିଭିଆଇପିମାନେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri