ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସିଖବର, ଏବେ ହେବ ୫ କାର୍ଯ୍ୟଦିବସ, ବଢ଼ିବ ଏତିକି ଦରମା.. ନୂଆଦିଲ୍ଲୀ,୯।୩: ଲୋକ ସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ଲାଗୁଛି ସେତିକି ସମସ୍ତ ସରକାରୀ କର୍ମଚାରୀଙ୍କ ଆଶା ପୂରଣ ହେବା ପରି ମନେ ହେଉଛି। ଏହି କ୍ରମରେ ଏବେ ସରକାରୀ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଏକ...