ଅର୍ଜୁନଙ୍କ ପରେ ସାରା ତେନ୍ଦୁଲକର ଦେଲେ ଖୁସିଖବର: ପ୍ରଥମଥର…. ନୂଆଦିଲ୍ଲୀ,୧୪।୮:କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ହୋଇଛି। ଏହା ପରେ ସଚିନଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଖୁସି ଖବର ଦେଇଛନ୍ତି। ସେ ମୁମ୍ବାଇରେ ଏକ ପାଇଲେଟ୍ସ ଏକାଡେମୀ ଖୋଲିଛନ୍ତି। ଅର୍ଜୁନ ନିର୍ବନ୍ଧ ପରେ...