Tag Archives: S-400

ଭାରତର ସୁଦର୍ଶନ ଚକ୍ର ଏସ୍‌-୪୦୦

ଚଳିତ ମାସ ୭ ତାରିଖ ସକାଳୁ ଉଠୁ ଉଠୁ ସମସ୍ତଙ୍କ ମୁଖରେ ଗୋଟିଏ ଚାଞ୍ଚଲ୍ୟକର ଖବର ଯେ ଭାରତ ପହଲଗାମ୍‌ ଆତଙ୍କବାଦୀ ଅମାନବୀୟ ହତ୍ୟାକାଣ୍ଡର ଦଣ୍ଡ ଦେବା ପାଇଁ ପାକିସ୍ତାନସ୍ଥିତ ୯ ଗୋଟି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ କ୍ଷେପଣାସ୍ତ୍ର ଦ୍ୱାରା...

ଅଭେଦ୍ୟ କିଲ୍ଲାରେ ପରିଣତ ହେବ ଭାରତ: ରୁଷିଆଠାରୁ କିଣିବ ଅତିରିକ୍ତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ: ରିପୋର୍ଟ

ନୂଆଦିଲ୍ଲୀ,୧୩।୫: ଭାରତ ନିଜର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ରୁଷିଆଠାରୁ ଅତିରିକ୍ତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଯୋଜନା କରୁଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ ପ୍ରତିରକ୍ଷା...

ଆଦମପୁର ଏୟାରବେସରେ S-400 ସମ୍ମୁଖରେ ପ୍ରଧାନମନ୍ତ୍ରୀଙ୍କ ଫଟୋ, ପାକିସ୍ତାନକୁ ଭାରତର କଡ଼ା ସନ୍ଦେଶ

ଆଦମପୁର,୧୩।୫: ପଞ୍ଜାବର ଆଦମପୁର ଏୟାରବେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକସ୍ମିକ ଗସ୍ତ ସମୟରେ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଜବାନମାନଙ୍କୁ ସାଲ୍ୟୁଟ୍ କରୁଥିବା ଏକ ଫଟୋରେ ପଛରେ ଏକ ମିଗ-୨୯ ଯୁଦ୍ଧବିମାନ ଓ...

ବଞ୍ଚାଇଦେଲା S-400: ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ଆକାଶରେ କରିଦେଲା ଧ୍ୱଂସ

ନୂଆଦିଲ୍ଲୀ, ୯।୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ଭାରତର S-400 ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏକ ‘ଗେମ୍‌-ଚେଞ୍ଜର’ ସାବ୍ୟସ୍ତ ହୋଇଛି। ପାକିସ୍ତାନର ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣର ଏକାଧିକ ଚେଷ୍ଟାକୁ ଏହି ରୁଷୀୟ ପ୍ରତିରକ୍ଷା ବ୍ୟବସ୍ଥା ଆକାଶରେ ହିଁ ଧ୍ୱଂସ...

ପାକିସ୍ତାନର F-16 ବିମାନକୁ ଖସାଇଲା ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ,୮।୫: ପାକିସ୍ତାନ ଜମ୍ମୁ ଏବଂ ପଞ୍ଜାବର ଏକାଧିକ ସ୍ଥାନରେ ଆକ୍ରମଣ ଆରମ୍ଭ କରିବା ପରେ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର F-16 ଯୁଦ୍ଧବିମାନକୁ ଗୁଳି କରି ଖସାଇଛି। ଏହା ସହିତ, ଜମ୍ମୁ ଓ କାଶ୍ମୀରର ଉଧମପୁର ଏବଂ ରାଜସ୍ଥାନର...

ଜମ୍ମୁରେ ପାକିସ୍ତାନର ୮ ମିସାଇଲ୍ ଧ୍ବଂସ କଲା S-400

ନୂଆଦିଲ୍ଲୀ,୮।୫: ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ଆନ୍ତର୍ଜାତୀୟ ସୀମା ପାରରୁ ଜମ୍ମୁର ଏୟାରଷ୍ଟ୍ରିପ ସମେତ ଏକାଧିକ ସ୍ଥାନକୁ ରକେଟ ଦ୍ୱାରା ଟାର୍ଗେଟ କରାଯାଇଛି। ଏହାପରେ...

ପାକିସ୍ତାନ-ଚାଇନାର ସିକ୍ରେଟ ଡିଲ ଦେଖି ଭାରତ ପଡ଼ିଲାଣି ଚିନ୍ତାରେ! ରୁଷିଆ S-400 ମିଶାଇଲ ସିଷ୍ଟମର ଡାଟା ଶେୟାର କରିବ ଡ୍ରାଗନ?

ନୂଆଦିଲ୍ଲୀ,୩।୫: ଭାରତର ସୁରକ୍ଷା ରଣନୀତିରେ S-400 କ୍ଷେପଣାସ୍ତ୍ର ପ୍ରଣାଳୀକୁ ଏକ ନିର୍ଣ୍ଣାୟକ ଅସ୍ତ୍ର ଭାବରେ ଦେଖାଯାଏ। ରୁଷିଆରୁ କିଣାଯାଇଥିବା ଏହି ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା ପ୍ଲାଟଫର୍ମକୁ ଭାରତ ବିଶେଷ ଭାବରେ ଚାଇନା ଏବଂ ପାକିସ୍ତାନର ସମ୍ଭାବ୍ୟ ଆକାଶ ମାର୍ଗର ଆକ୍ରମଣକୁ ରୋକିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri