Tag Archives: russia

ଆମେରିକାର କଟକଣା ଆଗରେ ମୁଣ୍ଡ ନୁଆଁଇବ ନାହିଁ ରୁଷିଆ: ପୁଟିନଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୨୩ା୧୦: ରୁଷିଆର ବଡ଼ ତେଲ କମ୍ପାନୀଗୁଡ଼ିକ ଉପରେ ଆମେରିକା ଲାଗୁ କରିଥିବା କଟକଣାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର କଡ଼ା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମସ୍କୋ କେବେ ବି ଆମେରିକା କିମ୍ବା ଅନ୍ୟ କୌଣସି…

ଭାରତ ସହ ବଡ଼ ଡିଲ କଲା ରୁଷିଆ, ଆମେରିକାକୁ ଲାଗିବ ବଡ଼ ଝଟକା

ନୂଆଦିଲ୍ଲୀ,୧୬।୧୦: ରୁଷିଆର ଫାଇଟୋସାନିଟାରୀ ମନିଟରିଂ ଏଜେନ୍ସି କହିଛି ଯେ ଭାରତ ରୁଷିଆର ବଜାରକୁ କଦଳୀର ଯୋଗାଣ ବୃଦ୍ଧି କରିପାରିବ। ବିଦେଶରୁ କୃଷି ଉତ୍ପାଦ ଆମଦାନିକୁ ଅନୁମୋଦନ କରୁଥିବା ଏହି ଏଜେନ୍ସି କହିଛି ଯେ ରୁଷିଆ ଭାରତରୁ ୫୦୦,୦୦୦ ମେଟ୍ରିକ ଟନ ପର୍ଯ୍ୟନ୍ତ…

ଟ୍ରମ୍ପଙ୍କ ଧମକ ଦେଖି ଡରିଗଲା ଭାରତ: ରୁଷିଆ ସହ କଲା…

ନୂଆଦିଲ୍ଲୀ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ଅଶୋଧିତ ତୈଳ ଆମଦାନି କରିବା ପାଇଁ ଭାରତ ଉପରେ ୨୫% ଜରିମାନା ଲଗାଇଛନ୍ତି। ଏହା ଭାରତର ଶୁଳ୍କକୁ ୫୦% ବୃଦ୍ଧି କରିଛି। ଆମେରିକା ବିଶ୍ୱାସ କରେ ଯେ, ଭାରତ ଏବଂ ଚାଇନା ୟୁକ୍ରେନ…

ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆକୁ ପାଣ୍ଠି ଯୋଗାଉଛନ୍ତି ଭାରତ-ଚାଇନା: ଟ୍ରମ୍ପ

ନ୍ୟୁୟର୍କ,୨୩।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ଭାରତ ଓ ଚାଇନାକୁ ରୁଷିଆ ଯୁକ୍ରେନ୍‌ ଆକ୍ରମଣର ‘ପ୍ରାଥମିକ ଅନୁଦାନକାରୀ’ ବୋଲି ଅଭିଯୋଗ କରିଛନ୍ତି। ରୁଷୀୟ ତୈଳ-ଗ୍ୟାସ୍‌ ଆମଦାନି ଯୋଗୁଁ ମସ୍କୋର ଯୁଦ୍ଧକୁ ସମର୍ଥନ…

ପୁରୁଣା ଯୁଗକୁ ଫେରିଲା ରୁଷିଆ: ଚାଇନା ସହିତ ସାମଗ୍ରୀ ସହିତ ସାମଗ୍ରୀ ବଦଳ କରି କରୁଛି ବ୍ୟବସାୟ

ନୂଆଦିଲ୍ଲୀ,୧୫।୯: ପାଶ୍ଚାତ୍ୟ ଦେଶଗୁଡିକର କଟକଣା ଏଡ଼ାଇବା ପାଇଁ ରୁଷିଆ ୧୯୯୦ର ଦଶକ ପରେ ପ୍ରଥମ ଥର ବାର୍ଟର୍‌ ବ୍ୟବସାୟ(ଦ୍ରବ୍ୟ ବା ସାମଗ୍ରୀ ବଦଳରେ ସାମଗ୍ରୀ) ଉପାୟକୁ ପୁନର୍ଜୀବିତ କରିଛି। କମ୍ପାନୀଗୁଡ଼ିକ ଚାଇନାରୁ କାର ଆମଦାନୀ କରିବା ପାଇଁ ଏହି ଉପାୟ ଆପଣାଇଛନ୍ତି।…

ଟ୍ରମ୍ପଙ୍କୁ ଭାରତର ଶକ୍ତ ଧକ୍କା: ଏଣିକି ରୁଷିଆଠାରୁ ଅଧିକରୁ ଅଧିକ…

ନୂଆଦିଲ୍ଲୀ,୨୯ା୮: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍‌ ବା ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଭାରତ ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ। ରିପୋର୍ଟ…

ଚାଇନା ମାଟିରେ ୩୧ ଅଗଷ୍ଟରେ ହେବ ପାଓ୍ବାର ଶୋ’, ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି, ପୁଟିନ, ଜିନପିଙ୍ଗ

ନୂଆଦିଲ୍ଲୀ,୨୬।୮: ନିକଟରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଟ୍ରମ୍ପ ଦାବି କରିଛନ୍ତି ଯେ ଯଦି କୌଣସି ଦେଶ ରୁଷିଆରୁ ତେଲ କିଣେ, ତେବେ ତାକୁ କଠୋର ଶୁଳ୍କର ସମ୍ମୁଖୀନ ହେବାକୁ ପଡ଼ିବ। ଆମେରିକା…

ଭାରତ ଉପରେ ଅତିରିକ୍ତ ଟାରିଫ୍ ଲଗାଇ ରୁଷକୁ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ କରିବାକୁ ଆମେରିକାର ରଣନୀତି

ନୂଆଦିଲ୍ଲୀ,୨୪।୮: ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫% ଟାରିଫ୍ ଲଗାଇ ରୁଷିଆର ତୈଳ ରପ୍ତାନୀରୁ ଆୟକୁ ହ୍ରାସ କରି ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ରୁଷକୁ…

ୟୁକ୍ରେନ ସ୍ୱାଧୀନତା ଦିବସରେ ରୁଷିଆର ପରମାଣୁ ବିଦ୍ୟୁତ କେନ୍ଦ୍ରରେ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ,୨୪।୮: ୟୁକ୍ରେନ ତା’ର ୩୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ ରବିବାର ରାତିରେ ରୁଷିଆର ପଶ୍ଚିମ କୁର୍ସ୍କ ଅଞ୍ଚଳରେ ଥିବା ଏକ ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରି…

ରୁଷିଆ ସହ ବଡ଼ ଡିଲ୍‌ କଲା ଭାରତ: ଟ୍ରମ୍ପଙ୍କୁ ଲାଗିଲା ଜୋରଦାର ଝଟ୍‌କା

ମସ୍କୋ,୨୧।୮: ଆମେରିକା ସହ ଟାରିଫ୍‌ ଯୁଦ୍ଧ ମଧ୍ୟରେ ରୁଷିଆ ସହ ସମ୍ପର୍କ ଦୃଢ କରୁଛି ଭାରତ। ଏବେ ଭାରତ ରୁଷିଆ ସହ ଏକ ବଡ଼ ଡିଲ୍‌ କରିଛି। ରୁଷିଆର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ ମାଣ୍ଟୁରୋଭ କହିଛନ୍ତି, ରୁଷିଆରୁ ତୈଳ ଏବଂ ଶକ୍ତି…

ଭାରତ-ରୁଷିଆ ବାଣିଜ୍ୟକୁ ନେଇ ଜୟଶଙ୍କରଙ୍କ ବଡ ବୟାନ: ଭାରତରେ ଅଧିକ ନିବେଶ କରିବାକୁ ଆହ୍ୱାନ

ଭୁବନେଶ୍ୱର,୨୧।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ବୁଧବାର ମସ୍କୋରେ ରୁଷିଆର କମ୍ପାନୀମାନଙ୍କୁ ଭାରତରେ ଅଧିକ ବିନିଯୋଗ ଓ ବ୍ୟବସାୟିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଶୁଳ୍କ ଓ ଅଣ-ଶୁଳ୍କ ବାଧାଗୁଡ଼ିକ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ…

ଟ୍ରମ୍ପଙ୍କୁ ଭେଟିବା ପରେ କହୁ କହୁ ଏମିତି କହିଦେଲେ ପୁଟିନ: ବିଶ୍ୱରେ ଖେଳିଗଲା…

ଓ୍ବାଶିଂଟନ,୧୬।୮: ଆମେରିକାର ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ପରେ ପୁଟିନ କହିଥିଲେ, ଯଦି ଡୋନାଲ୍ଡ ଟ୍ରମ୍ପ ୨୦୨୨ ମସିହାରେ ହ୍ବାଇଟ ହାଉସରେ ଥାଆନ୍ତେ, ତେବେ ୟୁକ୍ରେନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri