RRB Group D Recruitment: ରେଲଓ୍ବେରେ ବମ୍ପର ନିଯୁକ୍ତି ସୁଯୋଗ, ଆବେଦନ ନ କରିଥିଲେ କରିଦିଅନ୍ତୁ ଶୀଘ୍ର, ଶେଷ ତାରିଖ… ନୂଆଦିଲ୍ଲୀ,୨୧।୨: ରେଳବାଇ ନିଯୁକ୍ତି ବୋର୍ଡ (RRB) ଗ୍ରୁପ ଡିର ୩୨,୪୩୮ ଖାଲି ପଦବୀ ନିଯୁକ୍ତି ପାଇଁ ଆବେଦନ ତାରିଖକୁ ପରିବର୍ତ୍ତନ କରିଛି। ପୂର୍ବରୁ ଆବେଦନର ଶେଷ ତାରିଖ ୨୨ ଫେବୃଆରୀ ୨୦୨୫ ରଖାଯାଇଥିଲା, ଯାହାକୁ ଏବେ ୧ ମାର୍ଚ୍ଚ ୨୦୨୫...