Tag Archives: rohit sharma

ରୋହିତଙ୍କ ଶତକ ସତ୍ତ୍ୱେ ହାରିଲା ମୁମ୍ବାଇ

ମୁମ୍ବାଇ,୧୫ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରବିବାର ଡବଲ ହେଡର ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ ନିକଟରୁ ୨୦ ରନ୍‌ରେ ହାରିଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୦ ଓଭରରେ ୪ ଉଇକେଟ…

ଟି-୨୦ ବିଶ୍ୱକପ ଖେଳିବାକୁ ଚାହୁଁଛନ୍ତି ଦୀନେଶ କାର୍ତ୍ତିକ, ଦେଖନ୍ତୁ ପଡ଼ିଆ ମଝିରେ କ’ଣ କହିଲେ ରୋହିତ

ମୁମ୍ବାଇ,୧୨।୪: ଆରସିବି ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଆଇପିଏଲ ପରେ ଅବସର ନେଇଥିବାର ସୂଚନା ଦେଇଛନ୍ତି, କିନ୍ତୁ ତାଙ୍କ ନିଷ୍ପତିରେ ପରିବର୍ତ୍ତନ ହୋଇପାରେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପରେ ଏହାର ସମ୍ଭାବନା ଆହୁରି ବଢିଛି। ଦୀନେଶ କାର୍ତ୍ତିକ ୩୮ ବର୍ଷ ବୟସରେ…

ଇତିହାସ ରଚିଲେ ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ ଟି -୨୦ କ୍ରିକେଟରେ ହାସଲ କଲେ ଏହି ସଫଳତା

ନୂଆଦିଲ୍ଲୀ,୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଚଳିତ ସିଜନର ୨୦ ତମ ମ୍ୟାଚ୍ ରେ ଟି ୨୦ କ୍ରିକେଟ୍ ରେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଏକ ବଡ଼ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ…

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ ନାହାନ୍ତି। ଚାଲିଥିବା ଆଇପିଏଲର ପ୍ରଥମ ଦୁଇଟି ମ୍ୟାଚ୍ ସମୟରେ ଏହା ସ୍ପଷ୍ଟ ହୋଇଥିଲା, ଯେଉଁଠାରେ…

ଫିଲ୍ଡିଂ କରିବାକୁ ଲଙ୍ଗ ଅନ୍ ପଠାଇଲେ ହାର୍ଦ୍ଦିକ, ସ୍ତବ୍ଧ ହୋଇ ଅନାଇ ରହିଲେ ରୋହିତ

ଅହମ୍ମଦାବାଦ,୨୫।୩: ଆଇକନିକ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ (ଜିଟି) ବିପକ୍ଷରେ ୨୦୨୪ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ଉଦଘାଟନୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୨୦୨୪…

ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ଲଞ୍ଚ୍‌: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ହେଲା ଧୋକା

ମୁମ୍ବାଇ,୧୯।୩: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ପାଇଁ ଏକ ନୂଆ ଜର୍ସି ଲଞ୍ଚ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆ ମାଧ୍ୟମରେ ଜର୍ସି ଲଞ୍ଚର ଭିଡିଓ ଶେୟାର କରିଛି। ନୂଆ ଜର୍ସିର ପ୍ରଥମ ଝଲକ ଭିଡିଓରେ ଦେଖିବାକୁ ମିଳିଛି। ତା’ପରେ ପୁରା…

ଯେଉଁଦିନ ଏଭଳି ହେଲା, ସନ୍ନ୍ୟାସ ଘୋଷଣା କରିଦେବେ ରୋହିତ ଶର୍ମା

ଧର୍ମଶାଳା,୯।୩: ଭାରତରେ ଟେଷ୍ଟ ସିରିଜ ଜିତିବା ବିଦେଶୀ ଦଳଗୁଡ଼ିକ ପାଇଁ ଅସମ୍ଭବ ଭଳି ମନେ ହେଉଛି। ଏହାର ସଦ୍ୟ ଶିକାର ହୋଇଛି ବେନ ଷ୍ଟୋକ୍ସଙ୍କ ଅଧିନାୟକତ୍ୱର ଇଂଲଣ୍ଡ। ଦଳ ଶନିବାର ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ପରାଜୟ ସହ ସିରିଜକୁ ହରାଇଛି। ରୋହିତ…

ରେକର୍ଡ ବର୍ଷା କଲେ ରୋହିତ-ଶୁଭମନ

ଧର୍ମଶାଳା,୮।୩: ଧର୍ମଶାଳା ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଶତକ ହାସଲ କରିଥିଲେ। ଟେଷ୍ଟ ସିରିଜର ଶେଷ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ ମଧ୍ୟାହ୍ନ ଭୋଜନ…

ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: କୌଣସି ଏସିଆନ୍‌ ବ୍ୟାଟ୍ସମ୍ୟାନ୍‌ ଏମିତି କରିପାରିନାହାନ୍ତି

ଧର୍ମଶାଳା,୮।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୨୧୮ ରନରେ ଅଲଆଉଟ ହୋଇଥିଲେ। ଏହାର ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ୧୩୦ ରନ୍‌ କରିଛନ୍ତି। ବର୍ତ୍ତମାନ ଭାରତୀୟ ଅଧିନାୟକ ରୋହିତ ଶର୍ମା…

୨୫ ବର୍ଷ ମଧ୍ୟରେ ବଦଳିଗଲା ଟିମ ଇଣ୍ଡିଆର ଚିତ୍ର: ଟେଷ୍ଟରେ ଟକ୍କର ଦେବାକୁ କେହି ନାହିଁ

ନୂଆଦିଲ୍ଲୀ,୨୮।୨: ଟେଷ୍ଟ ଫର୍ମାଟରେ ଗତ ୨୫ ବର୍ଷ ମଧ୍ୟରେ ଟିମ ଇଣ୍ଡିଆର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମାର୍ଚ୍ଚ ୭ରୁ ଇଂଲଣ୍ଡ ବିପକ୍ଷରେ ଧର୍ମଶାଳା ଟେଷ୍ଟରେ ଟିମ ଇଣ୍ଡିଆର ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି। ଯଦି ଟିମ ଇଣ୍ଡିଆ ଧର୍ମଶାଳାରେ ବିଜୟ…

ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୨୭।୨: ହାଇଦ୍ରାବାଦରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ ବିଶାଖାପାଟଣା, ରାଜକୋଟ ଏବଂ ରାଞ୍ଚି ଟେଷ୍ଟରେ ଇଲଂଣ୍ଡକୁ ପରାସ୍ତ କରିଥିଲା। ଫଳରେ ଦଳ ଟେଷ୍ଟ ସିରିଜରେ ୩-୧ରେ ଆଗୁଆ ହୋଇଛି। ତେବେ…

ଇଂଲଣ୍ଡକୁ ଧୂଳି ଚଟେଇଲା ଭାରତ: ଚମକିଲେ ଗିଲ୍‌-ଜୁରେଲ୍‌

ରାଞ୍ଚି,୨୬।୨: ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ  ୩-୧ ଅଗ୍ରଣୀ ହାସଲ କରିଛି। ଭାରତ ପାଇଁ ଧ୍ରୁବ ଜୁରେଲ ଏବଂ ଶୁବମାନ ଗିଲ ଷଷ୍ଠ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri