Tag Archives: rishabh pant

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଦ୍ୱିତୀୟ ଇନିଂସରେ କେ.ଏଲ ରାହୁଲ, ଋଷଭ ପନ୍ତଙ୍କ ଦମଦାର ଶତକ

ଲିଡସ୍‌,୨୩।୬: ହେଡିଂଲେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି। ଏହି…

ଏହାକୁ ହିଁ କହନ୍ତି ପ୍ରତିଶୋଧ…, ଗାଭାସ୍କରଙ୍କ କମେଣ୍ଟ୍ରି ବନ୍ଦ କରିଦେଲେ ଋଷଭ ପନ୍ତ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୬: ଛଅ ମାସ ପୂର୍ବେ ସୁନୀଲ ଗାଭାସ୍କର ଋଷଭ ପନ୍ତଙ୍କୁ ଭର୍ତ୍ସନା କରିଥିଲେ। ଗାଭାସ୍କର ପନ୍ତଙ୍କୁ Stupid, stupid, stupid ବୋଲି କହିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କ ବଲରେ ଖରାପ ସଟ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ…

ନୂଆ କିଟ୍‌ ପିନ୍ଧି ଇଂଲଣ୍ଡ ଗସ୍ତରେ ବାହାରିଲା ଟିମ୍‌ଇଣ୍ଡିଆ

ମୁମ୍ବାଇ,୬।୬: ଭାରତୀୟ କ୍ରିକେଟ ଦଳ ଆଜି ସକାଳେ ଇଂଲଣ୍ଡ ଗସ୍ତ ପାଇଁ ଇଂଲଣ୍ଡ ଯାତ୍ରା ଆରମ୍ଭ କରିଛି। ମୁମ୍ବାଇରୁ ଯାଇଥିବା ଟିମ୍‌ ଇଣ୍ଡିଆ ନୂଆ କିଟ୍‌ରେ ନଜର ଆସିଥିଲା। ରୋହିତ-ବିରାଟଙ୍କ ଅବସର ପରେ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଦଳର ପ୍ରଥମ…

ରନ ପିଛା ଖର୍ଚ୍ଚ କରିଥିଲେ ୧୦ ଲକ୍ଷ ଟଙ୍କା,ସବୁଠାରୁ ମହଙ୍ଗା ଖେଳାଳିଙ୍କୁ ନେଇ କେମିତି ବରବାଦ ହେଲେ ସଞ୍ଜିବ ଗୋଏଙ୍କା! ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: IPL ୨୦୨୫ରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ(LSG )ର ଯାତ୍ରା ଲିଗ ପର୍ଯ୍ୟାୟରେ ହିଁ ଶେଷ ହୋଇଥିଲା। ଏହା ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଥିଲା। ଦଳ ୧୪ ମ୍ୟାଚରୁ ୬ଟିରେ ବିଜୟୀ ହୋଇଥିଲା। ୨୭ମେ’ରେ ଲକ୍ଷ୍ନୌ RCB ବିପକ୍ଷରେ ଏହାର…

ବଡ଼ ଅପରାଧ କରିଦେଲେ ରିଷଭ ପନ୍ତ: ୩୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ଚଳିତ ସିଜିନର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ରିଷଭ ପନ୍ତ ଆରସିବି ବିପକ୍ଷରେ ୧୧୮ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ‘ଫ୍ଲିପ’ କରି ତାଙ୍କର ଶତକ ପାଳନ…

ଋଷଭ ପନ୍ତଙ୍କ ହାତରୁ ଗଲା ଅଧିନାୟକ ପଦ

ନୂଆଦିଲ୍ଲୀ,୫।୫: ଆଇପିଏଲ ୨୦୨୫ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛନ୍ତି ଋଷଭ ପନ୍ତ। ଏହି ଖେଳାଳି ଭଲ ରନ୍‌ ସ୍କୋର କରିପାରୁ ନ ଥିବା ବେଳେ ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟ ଭଲ ପ୍ରଦର୍ଶନ କରୁନାହିଁ। ଏବେ ଖବର ଆସିଛି ଯେ ଋଷଭ ପନ୍ତ…

Rishabh Pantଙ୍କ ଉପରେ BCCI ଲଗାଇଲା ୨୪ ଲକ୍ଷ ଟଙ୍କାର ଜରିମାନା, ବର୍ତ୍ତି ପାରିଲାନି LSG ଟିମ୍‌

ନୂଆଦିଲ୍ଲୀ,୨୮।୪: ରବିବାର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫୪ ରନରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ ପରେ ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତଙ୍କୁ ଆଉ ଏକ ଝଟକା ଲାଗିଲା। BCCI ପନ୍ତଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା…

ପନ୍ତ କହିଲେ ହୃଦୟର କଥା, PM Modiଙ୍କୁ…

ନୂଆଦିଲ୍ଲୀ,୧୧।୪: ଆଇପିଏଲ୍‌ ୨୦୨୫ରେ ଟିମ୍‌ ଇଣ୍ଡିଆର ଷ୍ଟାର ଉଇକେଟକିପର୍‌ ଋଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଦଳ ଏଯାବତ ୫ ମ୍ୟାଚ୍‌ ଖେଳିଥିବା ବେଳେ ୩ରେ ବିଜେତା ହୋଇଛି। ମଇଦାନରେ ନିଜର ସ୍ବଭାବକୁ ନେଇ ଖେଳାଳିଙ୍କୁ ହସାଉଥିବା…

ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଗଣିବେ ପନ୍ତ, ଦିଗ୍‌ବେଶଙ୍କ ପାଉଣାରୁ ୫୦% କଟିଲା 

ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଏକ ଦମ୍‌ଦାର ବିଜୟ ହାସଲ କରିଥିଲା। ହେଲେ ଅଧିନାୟକ ରିଷଭ ପନ୍ତଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ସେ ଏପରି ଏକ ଭୁଲ କରିଥିଲେ ଯେଉଁଥିଲାଗି…

IPL 2025ରେ ସୁପରଫ୍ଲପ୍‌ ସାବ୍ୟସ୍ତ ହେଲେ ୨୭ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ ରିଷଭ ପନ୍ତଙ୍କ ପାଇଁ ଭଲ ଚାଲିନାହିଁ। ଏପର୍ଯ୍ୟନ୍ତ ସେ ଦୁଇଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ ରନ ସ୍କୋର କରିବାରେ ବିଫଳ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ତାଙ୍କର…

ନୂଆ ଇନିଂସ ଆରମ୍ଭ କଲେ ରିଷଭ ପନ୍ତ: ଦାନ କରିଦେବେ….

ନୂଆଦିଲ୍ଲୀ,୬।୨: ଭାରତୀୟ ଦଳର ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏକ ଫାଉଣ୍ଡେସନ ଆରମ୍ଭ କରୁଛନ୍ତି। ଏହି ଫାଉଣ୍ଡେସନର ନାମ ଆର୍‌ପିଏଫ୍‌ ଅର୍ଥାତ୍‌ ରିଷଭ ପନ୍ତ ଫାଉଣ୍ଡେସନ ହେବ। ଏହାସହ ସେ ରୋଜଗାରର…

”ଲାଗୁଛି ବହୁତ ଟଙ୍କା ଦେଇଦେଲି”, ରିଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣି ମନଦୁଃଖ କଲେ ଲକ୍ଷ୍ନୌ ମାଲିକ

ନୂଆଦିଲ୍ଲୀ,୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପାଇଁ ଦୁଇ ଦିନିଆ ନିଲାମ ଚାଲିଛି। ସୋମବାର ଏହାର ଦ୍ୱିତୀୟ ଦିନ ହୋଇଥିବା ବେଳେ ପ୍ରଥମ ଦିନରେ ୩ ଖେଳାଳିଙ୍କ ଉପରେ ଏତେ ଟଙ୍କା ବର୍ଷା ହୋଇଥିଲା ଯେ, ସମସ୍ତ ଆଇପିଏଲ ରେକର୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri