ଉଦ୍ଯାପନୀରେ ରିକି ମାର୍ଟିନ ମୁଖ୍ୟ ଆକର୍ଷଣ ଅହମଦାବାଦ, ୯ା୩ (ପି.ଟି.): ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ଟି୨୦ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଆୟୋଜିତ ସ୍ବଳ୍ପକାଳୀନ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ପପ୍ ଆଇକନ୍ ତଥା ଦୁଇଥର ଗ୍ରାମ୍ମି ପୁରସ୍କାର ବିଜେତା ରିକି…