କେଉଁ ଖେଳରେ ସବୁଠୁ ଅଧିକ ଟଙ୍କା ମିଳେ: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ନୂଆଦିଲ୍ଲୀ,୪।୨: ଯେବେଠାରୁ ଫ୍ରାଞ୍ଚାଇଜ କ୍ରିକେଟ ଆରମ୍ଭ ହୋଇଛି, ଏହି ଖେଳରେ ଖେଳାଳିଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇଛି। ଉଦାହରଣ ସ୍ବରୂପ ବିରାଟ କୋହଲିଙ୍କର ସମ୍ପତ୍ତି ମୂଲ୍ୟ ୧,୦୫୦ କୋଟି ଟଙ୍କା ବୋଲି କୁହାଯାଏ। ସେ ବିସିସିଆଇଠାରୁ ବାର୍ଷିକ ୭ କୋଟି...