IPL 2025: ମ୍ୟାଚ୍ ମଝିରେ ଭୟଙ୍କର ରାଗିଗଲେ ବିରାଟ କୋହଲି: ଭାଇରାଲ ହେଉଛି ଭିଡିଓ ବେଙ୍ଗାଲୁରୁ,୧୧।୪: IPL 2025ରେ, RCB ନିଜ ଘରୋଇ ଗ୍ରାଉଣ୍ଡରେ ଏକ ଶୋଚନୀୟ ପରାଜୟ ବରଣ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଉଇକେଟରେ ପରାସ୍ତ କରିଛି। ୧୬୪ ରନର ଟାର୍ଗେଟକୁ ରୋକିବାକୁ ବେଙ୍ଗାଲୁରୁ ଓହ୍ଲାଇଥିଲା ଏବଂ ଜବାବରେ ସେମାନଙ୍କର…