ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ: ଗୋଟିଏ ପ୍ୟାନରେ ୧୦୦୦ରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟ ସଂଯୁକ୍ତ…
ନୂଆଦିଲ୍ଲୀ,୪।୨ : ଆରବିଆଇର କାର୍ଯ୍ୟ ପରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଏବଂ ଏହାର କାର୍ଯ୍ୟ ପ୍ରଣାଳୀ ବିଷୟରେ ପ୍ରଶ୍ନ ଉଠିଛି। ରିଜର୍ଭ ବ୍ୟାଙ୍କ ପେଟିଏମରେ ଅନିୟମିତତା ପାଇଥିଲା ଯାହା ପରେ ଏହାର ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଖବର ଅନୁଯାୟୀ, ପେଟିଏମ…
ଆରବିଆଇ କଟକଣା: ୩୦୦-୫୦୦ କୋଟି କ୍ଷତି ସହିବ ପେଟିଏମ୍
ନୂଆଦିଲ୍ଲୀ,୧ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କଟକଣା ଲଗାଇବା ପରେ ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ। ଆରବିଆଇର ଏହି ନିର୍ଦ୍ଦେଶ ଅନୁଯାୟୀ ଫେବୃଆରୀ ୨୯ ତାରିଖ ପରେ କମ୍ପାନୀର ପ୍ରାୟ ସମସ୍ତ ସେବା ବନ୍ଦ ହୋଇଯିବ, ଯାହା…
Paytm ଉପରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ… ଫେବୃଆରୀ ୨୯ ପରେ ହୋଇପାରିବନି ନେଣଦେଣ
ନୂଆଦିଲ୍ଲୀ,୩୧।୧: ଅନଲାଇନ୍ ପେମେଣ୍ଟ ସେବା ଯୋଗାଉଥିବା ପେଟିଏମ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଠାରୁ ଏକ ବଡ଼ ଝଟକା ପାଇଛି। ପେଟିଏମ୍ କୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ କୌଣସି ନୂତନ ଗ୍ରାହକ ପେଟିଏମ୍…
ଅତ୍ୟଧିକ ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ପାଲଟିବ ଚିନ୍ତାର କାରଣ, ଚେତାବନୀ ଦେଲା ଆରବିଆଇର
ନୂଆଦିଲ୍ଲୀ,୨୭।୧: ଭାରତର ବଢୁଥିବା ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ଚିନ୍ତାର କାରଣ ପାଲଟିପାରେ। ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ସଂସ୍ଥା(NBFC)ଗୁଡ଼ିକର କୌଣସି ବନ୍ଧକ ବିନା ଋଣ ଅଭିବୃଦ୍ଧି ବାର୍ଷିକ ହାରରେ ୨୫-୩୦% ବୃଦ୍ଧି ପାଇଛି, ମୁଖ୍ୟତ କ୍ରେଡିଟ୍ କାର୍ଡ, ଦୀର୍ଘ ସ୍ଥାୟୀ…
ଜୋମାଟୋ ପାଇଲା ଆରବିଆଇ ଅନୁମତି, ଏବେ phonepe, paytm ଭଳି ସଂସ୍ଥାଙ୍କୁ ଦେବ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୨୫ା୧: ଅନଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ଜୋମାଟୋ ଗୁରୁବାର ଦିନ ଘୋଷଣା କରିଛି ଯେ ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଠାରୁ ‘ଅନଲାଇନ୍ ପେମେଣ୍ଟ ଏଗ୍ରିଗେଟର୍’ ଭାବରେ କାର୍ଯ୍ୟ କରିବା ପାଇଁ ଅନୁମତି ପାଇଛି। ଆରବିଆଇ ଗାଇଡଲାଇନ ଅନୁଯାୟୀ ଜୋମାଟୋର…
ଭାରତରେ ତିନି ଗୁଣ ବୃଦ୍ଧି ପାଇଛି ବ୍ୟାଙ୍କ ଠକେଇ ମାମଲା, ଟାର୍ଗେଟରେ ଘରୋଇ ବ୍ୟାଙ୍କ: ଆରବିଆଇ
ନୂଆଦିଲ୍ଲୀ,୨୭ା୧୨: ଦେଶରେ ବ୍ୟାଙ୍କ ଠକେଇ ମାମଲା ତିନି ଗୁଣ ବୃଦ୍ଧି ପାଇଛି। ବେସରକାରୀ ବ୍ୟାଙ୍କଗୁଡିକ ବ୍ୟାଙ୍କ ଠକେଇର ସବୁଠାରୁ ବଡ ଶିକାର ହେଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ପରିସଂଖ୍ୟାନ ଦେଖିବାକୁ ମିଳିଛି। ତେବେ ଏହି ଠକେଇ…
ଆରବିଆଇ କାର୍ଯ୍ୟାଳୟ ବମ୍ ପକାଇ ଉଡାଇ ଦେବାକୁ ଧମକ, ଗଭର୍ନର ଶକ୍ତିକାନ୍ତ ଦାସ-ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି
ମୁମ୍ବାଇ,୨୬।୧୨ : ମୁମ୍ବାଇରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କାର୍ଯ୍ୟାଳୟକୁ ବୋମାମାଡ଼ କରି ଉଡାଇ ଦେବାକୁ ଇ-ମେଲରେ ଧମକ ମିଳିଛି। ଏଥିରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ଏହି ମାମଲାରେ ମୁମ୍ବାଇ ପୋଲିସ…
ସୋସିଆଲ ମିଡ଼ିଆ ଏବଂ ଛାପା ଗଣମାଧ୍ୟମରେ ଚାଲିଛି ବେଆଇନ ଋଣ ଛାଡ ଅଭିଯାନ, ଚେତାବନୀ ଦେଲା ଆରବିଆଇ
ନୂଆଦିଲ୍ଲୀ,୧୧।୧୨: ଆପଣ ବ୍ୟାଙ୍କରୁ ଋଣ ନେଇଛନ୍ତି କି? ଆପଣ ସୋସିଆଲ ମିଡିଆ ମାଧ୍ୟମରେ ଋଣ ଛାଡ ପାଇଁ ଏକ ଅଫର ପାଇଛନ୍ତି କି? ଖବର କାଗଜରେ ଋଣ ଛାଡ ଅଫରର ବିଜ୍ଞାପନ ଆପଣ ଦେଖିଛନ୍ତି କି? ତେଣୁ ଏହିପରି ବିଜ୍ଞାପନ ପ୍ରତି…
ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ UPI କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲା ଆରବିଆଇ
ନୂଆଦିଲ୍ଲୀ,୮।୧୨: ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁପିଆଇ କାରବାର ସୀମାକୁ ୫ ଲକ୍ଷ…
ରାଜ୍ୟର ସମସ୍ତ ବ୍ଲକ୍ରେ ରିଜର୍ଭ ବ୍ୟାଙ୍କ ଆୟୋଜିତ କରିବ କଏନ୍ ଏକ୍ସଚେଞ୍ଜ ମେଳା
ଭୁବନେଶ୍ୱର,୨୯।୧୧: ରାଜ୍ୟର ୩୧୪ଟି ବ୍ଲକ୍ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଏନ୍ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ ହେବ। ଏଥିରେ ଜନସାଧାରଣ ୫୦ ପଇସାରୁ ୨୦ ଟଙ୍କା ପର୍ଯ୍ୟନ୍ତ କଏନ୍ ବଦଳେଇ ପାରିବେ। ଏହା ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ଜଣାପଡିଛି। ଏ…
ବନ୍ଦ ହୋଇଯିବ ଇଏମାଇ-ପେ ଲାଟର ଫିଚର୍ସ, ନିୟମ କଡାକଡି କଲା ଆରବିଆଇ
ନୂଆଦିଲ୍ଲୀ,୧୮।୧୧: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟକୁ ବ୍ୟବହାର କରିଥାନ୍ତି। ଏଥିସହ ଆପଣ ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନକୁ ମଧ୍ୟ ଖୁବ୍ ବ୍ୟବହାର କରିଥାନ୍ତି।…
ମୁଦ୍ରାସ୍ଫୀତିରୁ ଆଶ୍ବସ୍ତି ମିଳିଛି କିନ୍ତୁ ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ: ଆରବିଆଇ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କହିଛି ଯେ ଗମ୍ଭୀର ମୁଦ୍ରାସ୍ଫୀତିରୁ ଦେଶ ନିଶ୍ଚିତ ଭାବେ ଆଶ୍ବସ୍ତି ପାଇଛି। କିନ୍ତୁ ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମକୁ ଯିବାକୁ ବହୁତ ଦୂର ବାଟ ଅଛି। ଅସୁବିଧାର ଅବଧି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।…
Archives


