ମାନୁନି ଇସ୍କନ, ପୁଣି ଚିଠି ଲେଖିଲେ ଗଜପତି ମହାରାଜା, ଆପତ୍ତି ଉଠାଇ…
ଭୁବନେଶ୍ୱର,୨୧।୧୦: ମାନୁନି ଇସ୍କନ। ପୁଣି ଥରେ ଗଜପତି ମହାରାଜା ଚିଠି ଲେଖିଛନ୍ତି। ଭାରତ ବାହାରେ ରଥଯାତ୍ରା ନେଇ ସହମତ ହୋଇପାରୁ ନ ଥିବା ନେଇ ଇସ୍କନ ଜଣାଇଛି। ଧାର୍ଯ୍ୟ ୯ ଦିନ ମଧ୍ୟରେ ରଥଯାତ୍ରା ନେଇ ସହମତି ହୋଇପାରୁନି ବୋଲି...
ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ,୪।୭: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତିକାନ୍ତିର ବହୁଳତାକୁ ଦୃଷ୍ଟିରେ ରଖି ଶୁକ୍ରବାର, ଅର୍ଥାତ୍ “ସନ୍ଧ୍ୟା ଦର୍ଶନ” ଦିନ ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା...
ଆରମ୍ଭ ହେଲା ରଥଟଣା, ସ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଟାଣିଲେ ରଥ
ପୁରୀ,୨୭।୬: ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପନ୍ନ ପରେ ଆରମ୍ଭ ହୋଇଛି ରଥଟଣା। ଶ୍ରଦ୍ଧାଳୁମାନେ ପ୍ରଥମେ...
ରଥାରୂଢ଼ ଠାକୁରଙ୍କୁ ଛେରାପହଁରା କରୁଛନ୍ତି ଗଜପତି ମହାରାଜା
ପୁରୀ,୨୭ା୬: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ୩ ଠାକୁର। ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି...
ଅପେକ୍ଷା କରିଛି ନନ୍ଦିଘୋଷ: ଝୁଲିଝୁଲି ଆସୁଛନ୍ତି ମହାବାହୁ
ପୁରୀ,୨୭ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ କାଳିଆ ସାଆନ୍ତ। ନନ୍ଦିଘୋଷ ରଥରେ ବିରାଜ କରିବା ପାଇଁ ଝୁଲିଝୁଲି ଆସୁଛନ୍ତି ମହାବାହୁ। ପୂର୍ବରୁ ସୁଦର୍ଶନ ମହାପ୍ରଭୁ, ପରେ ପ୍ରଭୁ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କ...
ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ
ପୁରୀ,୨୭ା୬: ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି। ଘଣ୍ଟ, ଘଣ୍ଟା, ମାର୍ଦ୍ଦଳର ତାଳେ ତାଳେ ମା’ଙ୍କୁ ରଥ ଅଭିମୁଖେ ଆଣୁଛନ୍ତି ସେବାୟତ। ପୂର୍ବରୁ ସୁଦର୍ଶନ ମହାପ୍ରଭୁ, ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ହୋଇସାରିଛି। ଅପରାହ୍ନ ୨ଟା ୩୦ରୁ ୩ଟା...
ଆରମ୍ଭ ହେଲା ବଡ଼ଠାକୁରଙ୍କ ପହଣ୍ଡି, ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଡ଼ଠାକୁର ବଳଭଦ୍ର
ପୁରୀ,୨୭ା୬: ପବିତ୍ର ରଥଯାତ୍ରାର ମହାନ ଉତ୍ସବ ଆରମ୍ଭ ହୋଇଛି ଏବଂ ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ ସମାରୋହରେ ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡି ମାଧ୍ୟମରେ ବଡ଼ଠାକୁର ଶ୍ରୀମନ୍ଦିରରୁ ରଥ ଆଡ଼କୁ ଯାତ୍ରା କରୁଛନ୍ତି, ଯାହା ଲକ୍ଷ ଲକ୍ଷ...
ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଭିଡିଓ ଶେୟାର କରି କହିଲେ…
ନୂଆଦିଲ୍ଲୀ,୨୭ା୬: ପବିତ୍ର ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ରଥଯାତ୍ରାର ଏକ ଭିଡିଓ ଶେୟାର କରି କହିଛନ୍ତି, ମହାପ୍ରଭୁ ଆମ ପାଇଁ ଆରାଧ୍ୟ ଓ ପ୍ରେରଣା…ପୂରା ବିଶ୍ୱରେ ରଥଯାତ୍ରାର...
ଭକ୍ତର ଠାକୁର
ସେ ବିଶ୍ୱନିଅନ୍ତା, ଜଗତର ନାଥ, ସେଥିପାଇଁ ବୋଧହୁଏ ତାଙ୍କୁ ଜଗନ୍ନାଥ ବୋଲି ସମ୍ବୋଧନ କରାଯାଏ! ଆଜି ସେଇ ବିଶ୍ୱ ନିଅନ୍ତାଙ୍କ ପବିତ୍ର ରଥଯାତ୍ରା। ଗହ ଗହ ଡାକୁଛି ବଡ଼ଦାଣ୍ଡ। ସଭିଏଁ ଏଠି ହୋଇଛନ୍ତି ଏକାକାର। ବର୍ଷରେ ଗୋଟିଏ ଦିନ ଭକ୍ତକୁ...
ଦିଘା ଜଗନ୍ନାଥ ମନ୍ଦିର ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମମତା
କୋଲକାତା,୨୬।୬: ରଥଯାତ୍ରା ମହୋତ୍ସବର ଗୋଟିଏ ଦିନ ପୂର୍ବରୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର (ଜୁନ ୨୬, ୨୦୨୫) ଏଠାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରେ ଦୀଘା ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ (DSDA), ପୋଲିସ ଏବଂ ଇସ୍କନ ସନ୍ୟାସୀଙ୍କ ସହିତ ଏକ...
ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ କରିବା ପାଇଁ ଛତିଶା ନିଯୋଗର ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦।୬: ଗୁରୁବାର ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କ ସହ ଆଗାମୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁ ରେ ସମାପନ କରିବା ପାଇଁ ଆଲୋଚନା କରିଛନ୍ତି ।...
ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର,୧୬ା୬: ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପରିଚାଳନା ନେଇ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ରାଜ୍ୟ ଅତିଥି ଭବନରେ ଆୟୋଜିତ ଉକ୍ତ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃ୍ଥ୍ବୀରାଜ ହରିଚନ୍ଦନ,...
Archives


