ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅଯୋଧ୍ୟାରେ ରାମାୟଣ ଉପରେ ଆଧାରିତ ନୃତ୍ୟ ଉପସ୍ଥାପନ କରିବେ ହେମା ମାଳିନୀ ନୂଆଦିଲ୍ଲୀ,୧୪।୧: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅନେକ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଏହି ତାଲିକାରେ ହେମା ମାଳିନୀ ମଧ୍ୟ ରହିଛନ୍ତି। ଭେଟେରାନ ଅଭିନେତ୍ରୀ ତଥା ରାଜନେତା ଘୋଷଣା କରିଛନ୍ତି ଯେ ସେ...