Tag Archives: Rajnath singh

ସିନ୍ଧ ପୁଣି ଭାରତ ଫେରିପାରେ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୩ା୧୧: ସିନ୍ଧ ଅଞ୍ଚଳ ଆଜି ଭାରତର ଅଂଶ ନ ହୋଇପାରେ, କିନ୍ତୁ ସୀମା ବଦଳିପାରେ ଏବଂ ଏହି ଅଞ୍ଚଳ ପୁନର୍ବାର ଭାରତକୁ ଫେରିଆସିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ କାର୍ଯ୍ୟକ୍ରମରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ…

ଟ୍ରମ୍ପଙ୍କ ନ୍ୟୁକ୍ଲିୟର ଦାବି ଭିତରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ରାଜନାଥ

ନୂଆଦିଲ୍ଲୀ,୯।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗୁପ୍ତ ଭାବରେ ଗ୍ରାଉଣ୍ଡ ଲେବଲରେ ପରମାଣୁ ପରୀକ୍ଷଣ କରୁଛି। CBS ନେଟୱାର୍କ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ…

ପାକିସ୍ତାନରେ ହଇଚଇ: ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ମୁନିର

ନୂଆଦିଲ୍ଲୀ,୯।୧୦: ଦଶହରାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଦେଇଥିବା କଡ଼ା ବାର୍ତ୍ତା ପଡ଼ୋଶୀ ଦେଶରେ ହଇଚଇ ସୃଷ୍ଟି କରିଛି। ସମଗ୍ର ପାକିସ୍ତାନରେ ଭୟର ବାତାବରଣ ରହିଛି ଏବଂ ଏବେ ପାକିସ୍ତାନ ସେନା…

‘ବଦଳିଯିବ ପାକିସ୍ତାନର ଇତିହାସ ଭୂଗୋଳ’, ରାଜନାଥଙ୍କ ବୟାନକୁ ନେଇ ଚିନ୍ତାରେ ମୁନିର, ନୌସେନାକୁ ଦେଲେ ଏମିତି ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ପ୍ରତି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ କରାଚୀକୁ ଯିବା ପାଇଁ ରାସ୍ତା ସର କ୍ରିକ ଦେଇ ଯାଇଥାଏ। ଏହି ବିବୃତ୍ତି ପାକିସ୍ତାନୀ ନୌସେନା ଭିତରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନୀ ନୌସେନା…

କେବଳ ୨୦୨୯ ନୁହେଁ…ମୋଦିଙ୍କ ଅବସର ନେଇ ବଡ଼ ଖୁଲାସା କଲେ ରାଜନାଥ ସିଂହ, ବିରୋଧୀଙ୍କ ବଢ଼ିଯିବ ଚିନ୍ତା

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏଣୁ ବିରୋଧୀ ଦଳ ବାରମ୍ବାର କହି ଆସୁଛନ୍ତି ଯେ ତାଙ୍କୁ ଏବେ ଅବସର ନେବା ଉଚିତ। ବିଭିନ୍ନ ସମୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ଏବେ ପ୍ରତିରକ୍ଷା…

”ସମସ୍ତଙ୍କ ବସ୍ ଭାରତର ବିକାଶ ଦେଖି ପାରୁନାହାନ୍ତି”; ଟ୍ରମ୍ପଙ୍କୁ ରାଜନାଥ ସିଂହଙ୍କ କଟାକ୍ଷ

ନୂଆଦିଲ୍ଲୀ,୧୦।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକାର ଶୁଳ୍କ ନୀତି ଉପରେ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ବିଶ୍ୱ ଶକ୍ତିମାନେ ଭାରତର ଦ୍ରୁତ ଅଭିବୃଦ୍ଧି ଦେଖି ଈର୍ଷାନ୍ୱିତ। ମଧ୍ୟପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମସ୍ତଙ୍କ…

ଅପରେଶନ ସିନ୍ଦୂରକୁ ନେଇ ୩ ଶବ୍ଦରେ ବିରୋଧିଙ୍କୁ ଜବାବ ଦେଲେ ରାଜନାଥ

ନୂଆଦିଲ୍ଲୀ,୨୮।୭: ଲୋକ ସଭାରେ ଅପରେଶନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଛି। ଗୃହରେ ପ୍ରାରମ୍ଭିକ ହଟ୍ଟଗୋଳ ପରେ, ଏବେ ୧୬ ଘଣ୍ଟାର ବିତର୍କ ଆରମ୍ଭ ହୋଇଛି, ଯାହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରମ୍ଭ କରିଥିଲେ। ଏହି ସମୟରେ ସେ ଅପରେଶନ…

ଭାରତ ଆଗରେ ଫସିଗଲା ପାକିସ୍ତାନ: ସବୁ ଯୋଜନା ଫେଲ୍‌

ନୂଆଦିଲ୍ଲୀ,୨୭।୬: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗଦେବା ପାଇଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେ ୭ରେ ଅପରେଶନ ସିନ୍ଦୂର ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଚାଇନାରେ ପହଞ୍ଚିଥିଲେ। ଏହି ସମୟରେ ସେ ଚାଇନା ମାଟିରୁ…

ଚାଇନା ପ୍ରତିରକ୍ଷାମନ୍ତ୍ରୀଙ୍କୁ ୪ ଉପଦେଶ ସହ, ମଧୁବନି ପେଟିଂ ଉପହାର ଦେଲେ ରାଜନାଥ

ବେଜିଂ,୨୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ଚାଇନାରେ ଅଛନ୍ତି। ସେ ଚାଇନାର କ୍ୱିଂଡାଓରେ ଅନୁଷ୍ଠିତ SCOର ଏକ ବୈଠକରେ ଯୋଗଦେବାକୁ ଆସିଛନ୍ତି। ଗସ୍ତର ଶେଷ ଦିନ ଅର୍ଥାତ ଶୁକ୍ରବାର, ରାଜନାଥ ସିଂହ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡଙ୍ଗ ଜୁନଙ୍କୁ…

୬ ବର୍ଷ ପରେ ଗୁଡ୍‌ ନ୍ୟୁଜ୍‌ ଦେଲେ ରାଜନାଥ ସିଂ: ଚାଇନା ସହ ହୋଇଗଲା ବଡ଼ ନିଷ୍ପତି

ନୂଆଦିଲ୍ଲୀ/ବେଜିଂ,୨୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ SCO ସଦସ୍ୟ ଦେଶଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ପାଇଁ ଚାଇନାର କ୍ୱିଂଡାଓ ସହର ପହଞ୍ଚିଥିଲେ। ସେ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡନ ଜୁନଙ୍କ ସହ ସାକ୍ଷାତ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

SCO ସମ୍ମିଳନୀରେ ଏମିତି କ’ଣ ଘଟିଲା, ରାଗିଗଲା ଭାରତ: ଘୋଷଣାପତ୍ରରେ କଲାନି ଦସ୍ତଖତ

ବେଜିଂ,୨୬।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବର୍ତ୍ତମାନ SCOର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ପାଇଁ ଚାଇନାର କ୍ୱିଂଡାଓ ସହରରେ ଅଛନ୍ତି। ସେ SCO ଘୋଷଣାପତ୍ରରେ ସ୍ବାକ୍ଷର କରିବାକୁ ମନା କରିଦେଇଛନ୍ତି। ସୂତ୍ର ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ SCO ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ…

୩ ଲକ୍ଷ ଲୋକଙ୍କ ସହ ମିଶି ଯୋଗ କଲେ ମୋଦି: କହିଲେ, ଯୋଗ ବିଶ୍ୱକୁ ଯୋଡ଼ିଛି

ବିଶାଖାପାଟନା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱ ଯୋଗ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଶାଖାପାଟଣାରେ ୩ ଲକ୍ଷ ଲୋକଙ୍କ ସହିତ ଏକ ସାମୁହିକ ଯୋଗ କାର୍ଯ୍ୟକ୍ରମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri