Indian Politics: ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ରାହୁଲ ଖପ୍ପା, କହିଲେ, ‘ମଧ୍ୟରାତ୍ରିରେ ନିଷ୍ପତ୍ତି ନେବା…’
ନୂଆଦିଲ୍ଲୀ,୧୮।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସରକାର ନିର୍ବାଚନ କମିଶନରଙ୍କ ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ କମିଶନର ଏବଂ ମୁଖ୍ୟ…
Maharashtra: ‘ମହାରାଷ୍ଟ୍ର ନିର୍ବାଚନ ଫଳାଫଳରେ ଅନିୟମିତତା ଅଭିଯୋଗ ଲଗାଇଲେ ରାହୁଲ, ECI ଦେଲେ ଜବାବ
ନୂଆଦିଲ୍ଲୀ,୭।୨: କଂଗ୍ରେସ ଏମପି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ଏମପି ସୁପ୍ରିୟା ସୁଲେ ଏବଂ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଏମପି ସଞ୍ଜୟ ରାଉତଙ୍କ ସହ ଏକ ମିଳିତ ଖବରଦାତା…
ଚାକିରି ଯୋଗାଇବାରେ ୟୁପିଏ ଏବଂ ଏନଡିଏ ବିଫଳ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୩।୧: ବଜେଟ ଅଧିବେଶନର ତୃତୀୟ ଦିନରେ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି ଯେ, ଦେଶରେ ବେରୋଜଗାର ଯୁବକ ମାନଙ୍କୁ ଚାକିରି ଦେବାରେ ଉଭୟ ୟୁପିଏ ଏବଂ ଏନଡିଏ ସରକାର ବିଫଳ…
ଗୋଟିଏ ପରେ ଗୋଟିଏ ରାଲି ବାତିଲ, କେଜ୍ରିଓ୍ବାଲଙ୍କ ବିରୋଧରେ କାର୍ଯ୍ୟକ୍ରମ ଶୂନ…ଦିଲ୍ଲୀ ପାଇଁ କି ମସୁଧା ଚଳାଇଛନ୍ତି ରାହୁଲ ଗାନ୍ଧୀ?
ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ନିର୍ବାଚନରୁ ପଛକୁ ହଟିଛି କଂଗ୍ରେସ। ଏଠାରେ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କ ୩ଟି ପ୍ରସ୍ତାବିତ ରାଲିକୁ ଶେଷ ମୁହୂର୍ତ୍ତରେ ଗୋଟିଏ ପରେ ଗୋଟିଏ ବାତିଲ କରାଯିବା ପରେ କିଛି ଏଭଳି ଚର୍ଚ୍ଚା ରାଜନୈତିକ ମାହୋଲକୁ ସରଗରମ କରିଛି।…
ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ
ନୂଆଦିଲ୍ଲୀ,୨୭ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ହୋଇଛି। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାର ବିରୋଧୀ…
୨୦୧୪ରୁ ୨୦୨୪ ଭିତରେ ରାହୁଲଙ୍କ ବିରୋଧରେ ରୁଜୁ ହୋଇଛି ଏତିକି ମାମଲା, ଜାଣନ୍ତୁ…
ନୂଆଦିଲ୍ଲୀ,୨୦।୧୨:ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଏହାକୁ ନେଇ ଗୁରୁବାର ସଂସଦରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ସ୍ଥିତି ଏମିତି ହୋଇଛି ଯେ, ଶାସକ ଓ ବିରୋଧୀ ଦଳ ଏମପି ପରସ୍ପର ମଧ୍ୟରେ ଠେଲାପେଲା…
ରାହୁଲଙ୍କୁ ନୀଳ ଟି-ଶର୍ଟରେ ଦେଖି ରାଗିଗଲେ ମାୟାବତୀ, ଦେଲେ ଏହି ପରାମର୍ଶ
ଲକ୍ଷ୍ନୌ,୨୦ା୧୨: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କଂଗ୍ରେସ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନୀଳ ଟି-ଶର୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି। ମାୟାବତୀ ରାହୁଲଙ୍କ ନୀଳ ଟି-ଶର୍ଟ ପିନ୍ଧାକୁ ଶସ୍ତା ରାଜନୀତି ବୋଲି…
ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲିଦେବା ପରେ ଦେଖିବାକୁ ଗଲେ ରାହୁଲ, ଆଉ ତା’ ପରେ…
ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ହୋଇଥିବା ଉତ୍ତେଜନାକୁ ନେଇ ଦେଶରେ ରାଜନୀତି ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କର ଦୁଇ ଏମ୍ପି ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ…
ସଂସଦ କୌଣସି କୁସ୍ତିଯୁଦ୍ଧର ସ୍ଥାନ ନୁହେଁ, ଯଦି ଆମ ନେତାମାନେ ରାହୁଲଙ୍କୁ…
ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ଚାଲିଥିବା କଳହକୁ ନେଇ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାର ଦୁଇ ଏମ୍ପିଙ୍କୁ ଠେଲି ଦେଇଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ତେବେ କଂଗ୍ରେସ ଭାଜପାର ଅଭିଯୋଗକୁ ଭୁଲ୍ ବୋଲି କହିଛି।…
ନୀଳ ଶାଢ଼ିରେ ପ୍ରିୟଙ୍କା, ନୀଳ ଟି-ଶର୍ଟରେ ରାହୁଲ ଆସିଲେ ସଂସଦ, ଏହା ପଛରେ ରହିଛି ଏପରି…
ନୂଆଦିଲ୍ଲୀ,୧୯ା୧୨: ଭୀମରାଓ ଆମ୍ବେଦକରଙ୍କ ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଯୋଗୁ ଦେଶରେ ରାଜନୀତି ଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ଶାହାଙ୍କ ଇସ୍ତଫା ଦାବି କରୁଛି। ଏ ସମ୍ପର୍କରେ କଂଗ୍ରେସ ଗୁରୁବାର ଶାହା ଏବଂ ଭାଜପା ବିରୋଧରେ…
ଗୋଟିଏ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଖାର୍ଗେ, ରାହୁଲ: ନେଇଗଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୮ା୧୨: ଭାରତର ପରବର୍ତ୍ତୀ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆର୍ସି) ନିଯୁକ୍ତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ…
ଉତ୍ତରପ୍ରଦେଶରେ ମନୁ ସ୍ମୃତି ପ୍ରଯୁଜ୍ୟ, ସମ୍ବିଧାନ ନୁହେଁ, କାହିଁକି ଏମିତି କହି ରାଗିଲେ ରାହୁଲ
ନୂଆଦିଲ୍ଲୀ,୧୪ା୧୨: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଥିଲେ। ୟୁପିର ଯୋଗୀ ସରକାରଙ୍କୁ ମଧ୍ୟ ହାଥ୍ରସ୍ ବଳାତ୍କାର ମାମଲାରେ…
Archives


