ବିହାରରେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହେବେ ନାହିଁ ଇଣ୍ଡିଆ ସହଯୋଗୀ ନୀତିଶ କୁମାର
ନୂଆଦିଲ୍ଲୀ,୨୫।୧: ସବୁକିଛ ଠିକ ଚାଲୁନାହିଁ ଇଣ୍ଡିଆ ମେଣ୍ଟରେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ପଞ୍ଜାବର ଭଗବନ୍ତ ମନ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ବିହାରରୁ ଏହି ସଙ୍କେତ ଆସୁଥିବା ଜଣାପଡୁଛି। ସୂଚନାନୁସାରେ, ନୀତୀଶ କୁମାର ରାହୁଲ...
ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ
ଇମ୍ଫାଲ,୧୪।୧: ଆଜିଠାରୁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି। ଏହି ଗସ୍ତ ପାଇଁ ରାହୁଲ ଗାନ୍ଧୀ ଦିଲ୍ଲୀରୁ ମଣିପୁରରେ ପହଞ୍ଚିଥିଲେ। ରାଜଧାନୀ ଇମ୍ଫାଲରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପତାକା...
ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ
ଭୁବନେଶ୍ୱର,୧୧।୧: ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁରୁବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ଭୁବନେଶ୍ୱର ପାର୍ଟି କାର୍ଯ୍ୟାଳୟରେ ଯାତ୍ରାର ଲୋଗୋ ଉନ୍ମୋଚନ କରିବା ଅବସରରେ ଏହି...
ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି କାହିଁକି ହେଲା? ରାହୁଲ ଗାନ୍ଧୀ କହିଲେ କାରଣ
ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି। ଏହି କ୍ରମରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ମହଙ୍ଗା ମାଡ଼ ଏବଂ ବେରୋଜଗାରୀ ହିଁ ପାର୍ଲାମେଣ୍ଟ...
ଇତିହାସ ଜାଣନ୍ତି ନାହିଁ ଅମିତ ଶାହା: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୨।୧୨: ଜମ୍ମୁ କଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ସଂସଦରେ ଟାର୍ଗେଟ କରିଥିଲେ। ଏ ସମ୍ପର୍କରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଜବବା ଦେଇ କହିଛନ୍ତି, ଅମିତ ଶାହା ଇତିହାସ ଜାଣନ୍ତି...
ରାହୁଲଙ୍କ ଅଫିସକୁ ଏଏମ୍-ପିଏମ୍ ଭିତରେ ତଫାତ ଜଣାନାହିଁ, ଦିନେ ପିଏମ୍ଓ କିଭଳି ଚଳାଇବେ; କଂଗ୍ରେସ ନେତାଙ୍କ ଉପରେ ରାଗିଯାଇ…
ନୂଆଦିଲ୍ଲୀ,୭।୧୨: ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ନିଜର ପୁସ୍ତକରେ ଦଳକୁ ନେଇ ବଡ଼ ଖୁଲାସା...
”ରାହୁଲଙ୍କୁ ହଇରାଣ କରୁଥିବ ଏକୁଟିଆପଣ, କିଛି ଅସୁବିଧା ହେଲେ କହିବେ”: ଅସଦୁଦ୍ଦିନ ଓୱାଇସି
ତେଲଙ୍ଗାନା,୨୮।୧୧: ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ ତାରିଖରେ ମତଦାନ ହେବ। ଏହା ପୂର୍ବରୁ ସମସ୍ତ ଦଳ ପ୍ରଚାରରେ ଜୋର ଦେଇ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀ ବିଆରଓ, ଭାଜପା ଏବଂ...
ପ୍ରଧାନମନ୍ତ୍ରୀଙ୍କୁ ‘ପନୋତି’ କହି ଫସିଲେ ରାହୁଲ ଗାନ୍ଧୀ, ନୋଟିସ କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ,୨୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଭାରି ପଡିଛି। ଭାଜପା ଦାଖଲ କରିଥିବା ଅଭିଯୋଗରେ ସ୍ପଷ୍ଟୀକରଣ ଦେବାକୁ କହି ନିର୍ବାଚନ କମିଶନ ରାହୁଲଙ୍କୁ ଗୁରୁବାର ଏକ ନୋଟିସ ପଠାଇଛନ୍ତି। ଏବଂ ଶନିବାର ସନ୍ଧ୍ୟା...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିଲେ ରାହୁଲ ଗାନ୍ଧୀ, କହିଲେ -”ଆମ ଖେଳାଳି ବିଶ୍ୱକପ ଜିତି ଯାଇଥାନ୍ତେ କିନ୍ତୁ …”
ନୂଆଦିଲ୍ଲୀ,୨୧।୧୧: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିଛନ୍ତି। ସେ କହିଛନ୍ତି ଭାରତ ବିଶ୍ୱକପ ଜିତି ଯାଇଥାନ୍ତା, କିନ୍ତୁ ‘ପନୋତି’ ହରାଇ ଦେଲା। ମଙ୍ଗଳବାର ରାଜସ୍ଥାନର ଜଲୋର ଅଞ୍ଚଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା...
”ଦେଶ ପାଇଁ ଜୀବନ ଦେଇଛନ୍ତି ରାହୁଲ ଗାନ୍ଧୀ”: ମଲ୍ଲୀକାର୍ଜୁନ ଖର୍ଗେ, ଭାଜପା କହିଲା…
ରାୟପୁର, ୨୦ା୧୧: କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖର୍ଗେ ରାହୁଲ ଗାନ୍ଧୀଙ୍କ ନାଁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଭାଜପା କଂଗ୍ରେସକୁ କଟାକ୍ଷ କରି ମଜା ଉଡ଼ାଇଛି। ଖଡ଼ଗେ ରାଜୀବ ଗାନ୍ଧୀଙ୍କ ବଦଳରେ ରାହୁଲଙ୍କ ନାଁ ନେଇ...
ଲୋକେ ମରୁଥିଲେ…ପ୍ରଧାନମନ୍ତ୍ରୀ ଥାଳି ବଜାଉଥିଲେ, ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
ରାଜସ୍ଥାନ,୧୬।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି କରୋନା ମହାମାରୀ ସମୟରେ ଲୋକେ ମରୁଥିବା ବେଳେ ପ୍ରଧାନମନ୍ତ୍ରୀ ଥାଳି ବଜାଉଥିଲେ ଏବଂ ମୋବାଇଲ ଲାଇଟ...
ଲୋକେ ମରୁଥିବା ବେଳେ ମୋଦି ଥାଳି ବଜାଉଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କରୋନା ଅବଧି ସମୟରେ, ଯେତେବେଳେ ସାରା ଦେଶରେ ଲୋକମାନେ ମରୁଥିଲେ, ସେେିବେଳେ ମୋଦି ଥାଳି ବଜାଉଥିଲେ ଏବଂ ମୋବାଇଲ ଲାଇଟ୍...
Archives


