ନିଲମ୍ବନ ମାମଲା: ରାଜ୍ୟସଭା ସଭାପତିଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଡ଼ାଙ୍କୁ କହିଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ,୩/୧୧: ଆମ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ଏମପି ରାଘବ ଚଡ୍ଡାଙ୍କ ନିଲମ୍ବନ ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କରି ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଡ୍ଡାଙ୍କୁ କହିଛନ୍ତି। ତେବେ ଦୀପାବଳି...